କନକ ବ୍ୟୁରୋ: ବାଙ୍କୀ ମହାନଦୀ ପଠାର କୁଶପଙ୍ଗି ଘାଟ ନିକଟରେ ଫସିଛନ୍ତି ଗାଈ। ୪୦ରୁ ଅଧିକ ଗାଈ ଫସି ରହିଛନ୍ତି । ଗତକାଲି ସଂଧ୍ୟାରେ ମହାନଦୀ ପଠାକୁ ଚରିବାକୁ ଯାଇଥିଲେ। ନଦୀରେ ବଢ଼ି ପାଣି ଆସିଯିବାରୁ ଫସି ରହିଛନ୍ତି। ଡମପଡା ଅଗ୍ନିଶମ ବାହିନୀ ଦ୍ୱାରା ଉଦ୍ଧାରକାର୍ଯ୍ୟ ଜାରି ରହିଛି ।
ବାଙ୍କୀ ମହାନଦୀ ପଠାରେ ପୁଣି ଫସିଲେ ଗୋରୁପଲ, ଚରିବାକୁ ଯାଇ କୁଶପଙ୍ଗି ଘାଟ ନିକଟରେ ଫସିଛନ୍ତି ୪୦ରୁ ଅଧିକ ଗାଈ
ଚରିବାକୁ ଯାଇ କୁଶପଙ୍ଗି ଘାଟ ନିକଟରେ ଫସିଛନ୍ତି ୪୦ରୁ ଅଧିକ ଗାଈ । ଉଦ୍ଧାର କାର୍ଯ୍ୟ କରୁଛି ଡମପଡ଼ା ଅଗ୍ନିଶମ ବାହିନୀ ।
/kanak/media/media_files/2025/09/07/mahanadi-2025-09-07-11-36-48.jpg)