ଜଗତସିଂହପୁର ବ୍ଲକ୍ ମଖି ଅଞ୍ଚଳରେ କୁକୁଡ଼ା ମଡ଼କ: ଗୋଟିଏ ଫାର୍ମରେ ୩୦୦ରୁ ଅଧିକ କୁକୁଡ଼ାଙ୍କ ମୃତ୍ୟୁ

ତେବେ କେଉଁ କାରଣ ପାଇଁ କୁକୁଡ଼ା ମଡ଼କ ଘଟିଲା ତାହା ସ୍ପଷ୍ଟ ହୋଇ ପାରିନାହିଁ । ଅନ୍ୟପଟେ କୁକୁଡ଼ା ଚାଷୀ ଜଣକ ଏନେଇ ଜିଲ୍ଲା ପ୍ରାଣୀ ଚିକିତ୍ସାଳୟରେ ଜଣାଇବା ପରେ ମୃତ କୁକୁଡ଼ାଙ୍କ ରକ୍ତ ନମୁନା ସଂଗ୍ରହ କରାଯାଇ ପରୀକ୍ଷା କରାଯିବା ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି ।

52

Photograph: (kanak news)

କନକ ବ୍ୟୁରୋ: ଜଗତସିଂହପୁର ଜିଲ୍ଲା ସାଁପୁର ପଞ୍ଚାୟତ ମକ୍ଷୀ ଗାଁରେ କୁକୁଡ଼ା ମଡକ । ଏକ ଫାର୍ମରେ ମଙ୍ଗଳବାର ରାତିରେ ତିନିଶହରୁ ଅଧିକ କୁକୁଡ଼ା ମରିଥିବା ସୂଚନା । ଯାହାର ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ ବୋଲି ଜଣା ପଡ଼ିଛି । ତେବେ କେଉଁ କାରଣ ପାଇଁ କୁକୁଡ଼ା ମଡ଼କ ଘଟିଲା ତାହା ସ୍ପଷ୍ଟ ହୋଇ ପାରିନାହିଁ । ଅନ୍ୟପଟେ କୁକୁଡ଼ା ଚାଷୀ ଜଣକ ଏନେଇ ଜିଲ୍ଲା ପ୍ରାଣୀ ଚିକିତ୍ସାଳୟରେ ଜଣାଇବା ପରେ ମୃତ କୁକୁଡ଼ାଙ୍କ ରକ୍ତ ନମୁନା ସଂଗ୍ରହ କରାଯାଇ ପରୀକ୍ଷା କରାଯିବା ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି । ତେବେ ଏହା ବାର୍ଡଫ୍ଲୁ ହୋଇ ଥାଇପାରେ ବୋଲି ସନ୍ଦେହ କରାଯାଉଛି । ଅନ୍ୟପକ୍ଷରେ ଏତେ ସଂଖ୍ୟକ କୁକୁଡ଼ା ମଡ଼କ ଦେଖି ଆତଙ୍କିତ ହୋଇଛନ୍ତି କୁକୁଡ଼ା ଚାଷୀ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe