ଭୋଗ ଖାଇ ୧୦୦ରୁ ଅଧିକ ଅସୁସ୍ଥ । ଗୋପ ସମେତ ବିଭିନ୍ନ ହସ୍ପିଟାଲରେ ଭର୍ତ୍ତି

Advertisment

ପୂଜା ଭିତରେ ଆସିଲା ବଡ ଖବର । ପୂଜାକୁ ନେଇ ଚାରିଆଡେ ଉତ୍ସବର ମାହୋଲ ଥିବା ବେଳେ କୋଣାର୍କରୁ ଆସିଲା ଅଭାବନୀୟ ଖବର । କୋଣାର୍କରେ ପୂଜା ବୁଲିବାକୁ ଆସି ଭୋଗ ଖାଇ ଅସୁସ୍ଥ ହୋଇଛନ୍ତି ୧୦୦ରୁ ଅଧିକ ଭକ୍ତ ।

ପୂଜା ଭିତରେ ଆସିଲା ବଡ ଖବର । ପୂଜାକୁ ନେଇ ଚାରିଆଡେ ଉତ୍ସବର ମାହୋଲ ଥିବା ବେଳେ କୋଣାର୍କରୁ ଆସିଲା ଅଭାବନୀୟ ଖବର । କୋଣାର୍କରେ ପୂଜା ବୁଲିବାକୁ ଆସି ଭୋଗ ଖାଇ ଅସୁସ୍ଥ ହୋଇଛନ୍ତି ୧୦୦ରୁ ଅଧିକ ଭକ୍ତ ।

Bhoga

କନକ ବ୍ୟୁରୋ : ପୂଜା ଭିତରେ ଆସିଲା ବଡ ଖବର । ପୂଜାକୁ ନେଇ ଚାରିଆଡେ ଉତ୍ସବର ମାହୋଲ ଥିବା ବେଳେ କୋଣାର୍କରୁ ଆସିଲା ଅଭାବନୀୟ ଖବର । କୋଣାର୍କରେ ପୂଜା ବୁଲିବାକୁ ଆସି ଭୋଗ ଖାଇ ଅସୁସ୍ଥ ହୋଇଛନ୍ତି ୧୦୦ରୁ ଅଧିକ ଭକ୍ତ । ଅସୁସ୍ଥ ବାକ୍ତିଙ୍କୁ ଗୋପ ଡାକ୍ତରଖାନା ସହ ବିଭିନ୍ନ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । 

ଅସୁସ୍ଥ ହୋଇପଡିଥିବା ବ୍ୟକ୍ତିମାନଙ୍କ ଅଭିଯୋଗ ଆଧାରରେ, ଭୋଗ ଖାଇ ଫୁଡ୍ ପଏଜନ୍ ହୋଇଯିବାରୁ ଏପରି ଘଟିଛି । ଏହି ଘଟଣାଟି କୋଣାର୍କ ଥାନା ନିରଟ ଓଟାଙ୍ଗ ଗାଁରେ ଘଟିଥିବା ସୂଚନାରୁ ଜଣାପଡିଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe