କନକ ବ୍ୟୁରୋ : ପୂଜା ଭିତରେ ଆସିଲା ବଡ ଖବର । ପୂଜାକୁ ନେଇ ଚାରିଆଡେ ଉତ୍ସବର ମାହୋଲ ଥିବା ବେଳେ କୋଣାର୍କରୁ ଆସିଲା ଅଭାବନୀୟ ଖବର । କୋଣାର୍କରେ ପୂଜା ବୁଲିବାକୁ ଆସି ଭୋଗ ଖାଇ ଅସୁସ୍ଥ ହୋଇଛନ୍ତି ୧୦୦ରୁ ଅଧିକ ଭକ୍ତ । ଅସୁସ୍ଥ ବାକ୍ତିଙ୍କୁ ଗୋପ ଡାକ୍ତରଖାନା ସହ ବିଭିନ୍ନ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।
ଅସୁସ୍ଥ ହୋଇପଡିଥିବା ବ୍ୟକ୍ତିମାନଙ୍କ ଅଭିଯୋଗ ଆଧାରରେ, ଭୋଗ ଖାଇ ଫୁଡ୍ ପଏଜନ୍ ହୋଇଯିବାରୁ ଏପରି ଘଟିଛି । ଏହି ଘଟଣାଟି କୋଣାର୍କ ଥାନା ନିରଟ ଓଟାଙ୍ଗ ଗାଁରେ ଘଟିଥିବା ସୂଚନାରୁ ଜଣାପଡିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t084759337z-8e80dfc5-7f9d-489e-bfa6-474877a37c58-2025-12-17-14-17-59.jpg)
/kanak/media/media_files/KETGW7UqkEgjJh9vFMiJ.jpg)