ନିର୍ବାଚନ ପୂର୍ବରୁ ‘ଆପ’ର ପ୍ରତିଶ୍ରୁତି ବର୍ଷା । ମନ୍ଦିର, ଗୁରୁଦ୍ବାରା ପୂଜକ ଓ ସେବକଙ୍କୁ ମିଳିବ ମାସିକ ୧୮ହଜାର ଦରମା

Advertisment

ଦିଲ୍ଲୀବାସୀଙ୍କ ପାଇଁ ଆମ ଆଦମୀ ପାର୍ଟିର ମାଳ ମାଳ ପ୍ରତିଶ୍ରୁତି । ଯଦି ପୁଣି ସରକାର ଗଠନ ପରେ ତେବେ ଆମ୍ ଆଦମୀ ପାର୍ଟି ଦିଲ୍ଲୀର ସମସ୍ତ ମନ୍ଦିର ପୂଜକ ଓ ଗୁରୁଦ୍ୱାର ଗ୍ରନ୍ଥିମାନଙ୍କୁ ମାସିକ ୧୮ ହଜାର ଟଙ୍କା ଲେଖାଏଁ ଦରମା ଦେବାକୁ ଘୋଷଣା କରିଛନ୍ତି

ଦିଲ୍ଲୀବାସୀଙ୍କ ପାଇଁ ଆମ ଆଦମୀ ପାର୍ଟିର ମାଳ ମାଳ ପ୍ରତିଶ୍ରୁତି । ଯଦି ପୁଣି ସରକାର ଗଠନ ପରେ ତେବେ ଆମ୍ ଆଦମୀ ପାର୍ଟି ଦିଲ୍ଲୀର ସମସ୍ତ ମନ୍ଦିର ପୂଜକ ଓ ଗୁରୁଦ୍ୱାର ଗ୍ରନ୍ଥିମାନଙ୍କୁ ମାସିକ ୧୮ ହଜାର ଟଙ୍କା ଲେଖାଏଁ ଦରମା ଦେବାକୁ ଘୋଷଣା କରିଛନ୍ତି

ଦିଲ୍ଲୀ ପୂଜକଙ୍କୁ ମିଳିବ ଦରମା!

ଦିଲ୍ଲୀ ପୂଜକଙ୍କୁ ମିଳିବ ଦରମା! Photograph: (KanakNews )

କନକ ବ୍ୟୁରୋ: ଦିଲ୍ଲୀବାସୀଙ୍କ ପାଇଁ ଆମ ଆଦମୀ ପାର୍ଟିର ମାଳ ମାଳ ପ୍ରତିଶ୍ରୁତି । ଯଦି ପୁଣି ସରକାର ଗଠନ ପରେ ତେବେ ଆମ୍ ଆଦମୀ ପାର୍ଟି ଦିଲ୍ଲୀର ସମସ୍ତ ମନ୍ଦିର ପୂଜକ ଓ ଗୁରୁଦ୍ୱାର ଗ୍ରନ୍ଥିମାନଙ୍କୁ ମାସିକ ୧୮ ହଜାର ଟଙ୍କା ଲେଖାଏଁ ଦରମା ଦେବାକୁ ଘୋଷଣା କରିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ। ଦିଲ୍ଲୀ ବିଧାନସଭା ନିର୍ବାଚନ ପୂର୍ବରୁ ଗୋଟିଏ ପରେ ଗୋଟିଏ ଯୋଜନା ଘୋଷଣା କରିବାରେ ଲାଗିଛି ଆମ୍ ଆଦମୀ ପାର୍ଟି ସରକାର। ପ୍ରଥମେ ବରିଷ୍ଠ ନାଗରିକଙ୍କ ସ୍ୱାସ୍ଥ୍ୟ ପାଇଁ ସଞ୍ଜିବନୀ ଯୋଜନା ଓ ମହିଳାଙ୍କ ପାଇଁ ମହିଳା ସମ୍ମାନ ଯୋଜନା ପରେ ଏବେ ପୂଜକମାନଙ୍କ ପାଇଁ ମାସିକ ଦରମା ଯୋଜନା ଘୋଷଣା ପରେ ତେଜିଛି ରାଜନୀତି। ଏବେ ସୁଦ୍ଧା ୫ଟି ଚର୍ଚ୍ଚିତ ପ୍ରତିଶ୍ରୁତି ଦେଇଚି ଆପ ।  ଆପ୍ ସରକାର ଆରମ୍ଭ କରିଥିବା ମହିଳା ସମ୍ମାନ ଯୋଜନାକୁ ନେଇ ବିବାଦ ଥମି ନଥିବାବେଳେ ଆଉ ଏକ ବଡ଼ ଘୋଷଣା କରିଛନ୍ତି ଅରବିନ୍ଦ କେଜ୍ରିୱାଲ। ତେବେ ଆଜି ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧନ କରି କେଜ୍ରିୱାଲ କହିଛନ୍ତି…

  • ନିର୍ବାଚନ ପୂର୍ବରୁ ‘ଆପ’ର ପ୍ରତିଶ୍ରୁତି ବର୍ଷା
  • ଆପର ‘ପୂଜାରୀ ଗ୍ରନ୍ଥୀ ସମ୍ମାନ ଯୋଜନା’
  • ମନ୍ଦିର, ଗୁରୁଦ୍ବାରା ପୂଜକ ଓ ସେବକଙ୍କୁ ମିଳିବ ମାସିକ ୧୮ହଜାର ଦରମା
  • ଆସନ୍ତାକାଲି ଠାରୁ ପଞ୍ଜିକରଣ ଆରମ୍ଭ ହେବ
  • ସ୍ଥାନୀୟ ବିଧାୟକ, ପାର୍ଷଦ ପଞ୍ଜୀକରଣ ପ୍ରକ୍ରିୟାରେ କରିବେ ସାହାଯ୍ୟ
  • ବାଧା ସୃଷ୍ଟି ନକରିବା ପାଇଁ ବିଜେପିକୁ କେଜରିୱାଲଙ୍କ ଅନୁରୋଧ
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe