ପୀଠରେ ଚାଲିଛି ମାଙ୍କ ଷୋଡଶ ଉପଚାର ପୂଜା । ମନ୍ତ୍ରଧ୍ୱନିରେ ମୁଖରିତ ଶକ୍ତିପୀଠ

ଧୁମଧାମରେ ଚାଲିଛି ପୂଜାର୍ଚ୍ଚନା । ଘଣ୍ଟ ଘଣ୍ଟା ଖୋଳତାଳରେ କମ୍ପୁଛି ପରିବେଶ । ପ୍ରଭୁଙ୍କ ନାମ ସ୍ମରଣ ସହ ଚାଲିଛି ଠାକୁରଙ୍କ ବିଭୂତି ଖୋଳା ଉତ୍ସବ । ପୁରୀ ଜିଲ୍ଲା ସାକ୍ଷୀଗୋପାଳ ବରାଳ ବାଲୁଙ୍କେଶ୍ୱରଙ୍କ ବିଭୂତି ଖୋଳା ଉତ୍ସବରେ ଲାଗିଛି ଶହଶହ ଶ୍ରଦ୍ଧାଳୁଙ୍କ ଭିଡ।

pitha

କନକବ୍ୟୁରୋ : ଧୁମଧାମରେ ଚାଲିଛି ପୂଜାର୍ଚ୍ଚନା । ଘଣ୍ଟ ଘଣ୍ଟା ଖୋଳତାଳରେ କମ୍ପୁଛି ପରିବେଶ । ପ୍ରଭୁଙ୍କ ନାମ ସ୍ମରଣ ସହ ଚାଲିଛି ଠାକୁରଙ୍କ ବିଭୂତି ଖୋଳା ଉତ୍ସବ । ପୁରୀ ଜିଲ୍ଲା ସାକ୍ଷୀଗୋପାଳ ବରାଳ ବାଲୁଙ୍କେଶ୍ୱରଙ୍କ ବିଭୂତି ଖୋଳା ଉତ୍ସବରେ ଲାଗିଛି ଶହଶହ ଶ୍ରଦ୍ଧାଳୁଙ୍କ ଭିଡ । ବିରାଟ ପଟ୍ଟୁଆରେ ଠାକୁରଙ୍କ ଆଜ୍ଞାମାଳ ନିଆ ଯାଇ ବିଭୂତି ବାଟିକାରୁ ବିଭୂତି ସଂଗ୍ରହ କରା ଯାଇଛି । । ଶହଶହ ବର୍ଷ ଧରି ଏହି ପରମ୍ପରା ଚାଲିଆସୁଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe