ମୋହନଲାଲ ପାଇବେ ଦାଦା ସାହେବ ଫାଲକେ ପୁରସ୍କାର,  କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ପକ୍ଷରୁ ଘୋଷଣା

Advertisment

୨୩ରେ ଦିଆଯିବ ଦେଶର ସର୍ବୋଚ୍ଚ ଚଳଚ୍ଚିତ୍ର ସମ୍ମାନ ।

୨୩ରେ ଦିଆଯିବ ଦେଶର ସର୍ବୋଚ୍ଚ ଚଳଚ୍ଚିତ୍ର ସମ୍ମାନ ।

ମୋହନଲାଲଙ୍କୁ ‘ଦାଦାସାହେବ’

ମୋହନଲାଲଙ୍କୁ ‘ଦାଦାସାହେବ’ Photograph: (Kanaknews)

 କନକ ବ୍ୟୁରୋ; ଜଣାଣୁଣା ମାଲାୟାଲାମ ଅଭିନେତା ମୋହନଲାଲ ପାଇବେ ଦାଦା ସାହେବ ଫାଲକେ ପୁରସ୍କାର । କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ପକ୍ଷରୁ ଏହି ଘୋଷଣା କରାଯାଇଛି ।

ଆସନ୍ତା ୨୩ରେ ମୋହନଲାଲଙ୍କୁ ଦେଶର ସର୍ବୋଚ୍ଚ ଚଳଚ୍ଚିତ୍ର ସମ୍ମାନ ଦାଦା ସାହେବ ଫାଲକେ ପୁରସ୍କାର-୨୦୨୩ ପ୍ରଦାନ କରାଯିବ ।  ମୋହନାଲଙ୍କୁ ଏହି ପୁରସ୍କାର ପାଇଁ ଚୟନ କମିଟି ମନୋନୀତ କରିଛନ୍ତି। ଦେଶର ଚଳଚ୍ଚିତ୍ର ଜଗତକୁ ମୋହନଲାଲଙ୍କ ବିଶେଷ ଅବଦାନ ରହିଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe