କନକ ବ୍ୟୁରୋ; ଜଣାଣୁଣା ମାଲାୟାଲାମ ଅଭିନେତା ମୋହନଲାଲ ପାଇବେ ଦାଦା ସାହେବ ଫାଲକେ ପୁରସ୍କାର । କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ପକ୍ଷରୁ ଏହି ଘୋଷଣା କରାଯାଇଛି ।
ଆସନ୍ତା ୨୩ରେ ମୋହନଲାଲଙ୍କୁ ଦେଶର ସର୍ବୋଚ୍ଚ ଚଳଚ୍ଚିତ୍ର ସମ୍ମାନ ଦାଦା ସାହେବ ଫାଲକେ ପୁରସ୍କାର-୨୦୨୩ ପ୍ରଦାନ କରାଯିବ । ମୋହନାଲଙ୍କୁ ଏହି ପୁରସ୍କାର ପାଇଁ ଚୟନ କମିଟି ମନୋନୀତ କରିଛନ୍ତି। ଦେଶର ଚଳଚ୍ଚିତ୍ର ଜଗତକୁ ମୋହନଲାଲଙ୍କ ବିଶେଷ ଅବଦାନ ରହିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/11/27/2024-11-27t060618923z-rrrr.jpg)
/kanak/media/media_files/2025/09/20/mohanlal-2025-09-20-20-42-03.jpg)