ଦିନିକିଆ କେନ୍ଦୁଝର ଗସ୍ତରେ ମୋହନ ମାଝୀ,  ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଶୂନ୍ୟ ଦୁର୍ଘଟଣା ଦିବସ କାର୍ଯ୍ୟକ୍ରମରେ ହେବେ ସାମିଲ

ଅପରାହ୍ଣରେ ରାଜ୍ୟ ପୁଲିସ ହ୍ୟାଣ୍ଡବଲ ଚମ୍ପିଅନସିପ୍‌ରେ ଦେବେ ଯୋଗ ।

କେନ୍ଦୁଝରରେ ମୁଖ୍ୟମନ୍ତ୍ରୀ

କେନ୍ଦୁଝରରେ ମୁଖ୍ୟମନ୍ତ୍ରୀ Photograph: (KanakNews)

କନକ ବ୍ୟୁରୋ: ଦିନିକିଆ କେନ୍ଦୁଝର ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଭୁବନେଶ୍ବରରୁ ବାହାରି କେନ୍ଦୁଝରରେ ପହଞ୍ଚିଛନ୍ତି । ପ୍ରଥମେ ସର୍କିଟ୍‌ ହାଉସ୍‌ରେ ପହଞ୍ଚିବା ପରେ କେନ୍ଦୁଝର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଯିବେ । ସେଠାରେ ଜିରୋ ଆକ୍ସିଡେଣ୍ଟ ଡେ’ କାର୍ଯ୍ୟକ୍ରମକୁ ଉଦଘାଟନ କରିବେ ।

ଏହାପରେ ସେଠାରେ ଡିଏମ୍‌ଏଫ୍‌ ମିଟିଂରେ ଯୋଗଦେବେ । ବୈଠକ ଶେଷ ହେବା ପରେ ଅପରାହ୍ନରେ କେନ୍ଦୁଝର ହ୍ୟାଣ୍ଡବଲ୍ ଷ୍ଟାଡିୟମ୍‌ରେ ରାଜ୍ୟ ପୁଲିସ ହ୍ୟାଣ୍ଡବଲ୍ ଚାମ୍ପିଆନସିପ୍ କାର୍ଯ୍ୟକ୍ରମରେ ଯୋଗଦେବେ । ରାତିରେ ସର୍କିଟ୍‌ ହାଉସ୍‌ରେ ରାତ୍ରିଯାପନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe