ରାଜ୍ୟ ବିଜେପି ନେତାଙ୍କୁ ମୋଦୀଙ୍କ ଟିପ୍ସ । କହିଲେ, ଲୋକଙ୍କ ପାଖକୁ ଯାଅ... ସମସ୍ୟାର ସମାଧାନ କର ।

Advertisment

୩ ଦିନିଆ ଓଡ଼ିଶା ଗସ୍ତରେ ଆସିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ନେତାଙ୍କୁ ଦେଇଛନ୍ତି ମନ୍ତ୍ର। ପ୍ରାୟ ଦୁଇଘଣ୍ଟା ଧରି ସେ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ରହିଥିଲେ। ବିଭିନ୍ନ ପ୍ରସଙ୍ଗରେ ବିଜେପି ଅଫିସରେ ନେତାଙ୍କ ସହ ଆଲୋଚନା କରିଛନ୍ତି

modi tips

କନକ ବ୍ୟୁରୋ: ୩ ଦିନିଆ ଓଡ଼ିଶା ଗସ୍ତରେ ଆସିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ନେତାଙ୍କୁ ଦେଇଛନ୍ତି ମନ୍ତ୍ର।  ପ୍ରାୟ ଦୁଇଘଣ୍ଟା ଧରି ସେ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ରହିଥିଲେ। ବିଭିନ୍ନ ପ୍ରସଙ୍ଗରେ ବିଜେପି ଅଫିସରେ ନେତାଙ୍କ ସହ ଆଲୋଚନା କରିଛନ୍ତି । ମୋଦି କହିଛନ୍ତି, ନେତା ଲୋକଙ୍କ ପାଖକୁ ଯାଆନ୍ତୁ । ସେମାନଙ୍କ ସହ ମିଶନ୍ତୁ ଓ ସମସ୍ୟାର ସମାଧାନ କରନ୍ତୁ । ଲୋକଙ୍କ ଜୀବନ ଧାରଣ ମାନ କିଭଳି ବଦଳିବ ସେ ଦିଗରେ ଧ୍ୟାନ ଦିଅନ୍ତୁ । ଏହାଛଡ଼ା ଆଗାମୀ ଦିନରେ ବିଜେପି ଭୋଟ ଯେଭଳି ଅକ୍ଷୂର୍ଣ୍ଣ ରହିବ ସେ ଦିଗରେ ଦୃଷ୍ଟି ଦେବାକୁ ମୋଦି କହିଛନ୍ତି । କଡା ସୁରକ୍ଷାବଳୟ ମଧ୍ୟରେ ପ୍ରଧାନମନ୍ତ୍ରୀ ପାର୍ଟି ଅଫିସରେ ପହଞ୍ଚିବା ପରେ ତାଙ୍କୁ ଭବ୍ୟ ସ୍ବାଗତ ଦିଆଯାଇଥିଲା । ରାଜ୍ୟରେ ବିଜେପି କ୍ଷମତାକୁ ଆସିବା ପରେ ମୋଦୀ ପ୍ରଥମଥର ପାଇଁ ରାଜ୍ୟ କାର୍ଯ୍ୟାଳୟକୁ ଆସିଥିଲେ। ପ୍ରଧାନମନ୍ତ୍ରୀ ରାତି ପ୍ରାୟ ୯ଟା ୪୫ରେ ବିଜେପି ଅଫିସରୁ ବାହାରି ରାଜଭବନ ଯାଇଛନ୍ତି। ଆଜି ପ୍ରଧାନମନ୍ତ୍ରୀ ଡିଜିପି ସମ୍ମିଳନୀରେ ଯୋଗଦେବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe