ମୋଦୀଙ୍କ ଦାକ୍ଷିଣାତ୍ୟ ଅଭିଯାନ : କେରଳରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

Advertisment

କେରଳରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ତିରୁବନନ୍ତ ପୁରମରେ ମୋଦୀ ୩ଟି ଅମୃତ ଭାରତ ଟ୍ରେନ୍ ସହିତ ୪ଟି ଟ୍ରେନ୍ ଚଳାଚଳର ଶୁଭାରମ୍ଭ କରିଛନ୍ତି ।  ଏସବୁ ଟ୍ରେନ୍ କେରଳରୁ ତାମିଲନାଡୁ, କର୍ଣ୍ଣାଟକ ଓ ଆନ୍ଧ୍ର ପ୍ରଦେଶ ମଧ୍ୟରେ ଚଳାଚଳ କରିବ ।

କେରଳରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ତିରୁବନନ୍ତ ପୁରମରେ ମୋଦୀ ୩ଟି ଅମୃତ ଭାରତ ଟ୍ରେନ୍ ସହିତ ୪ଟି ଟ୍ରେନ୍ ଚଳାଚଳର ଶୁଭାରମ୍ଭ କରିଛନ୍ତି ।  ଏସବୁ ଟ୍ରେନ୍ କେରଳରୁ ତାମିଲନାଡୁ, କର୍ଣ୍ଣାଟକ ଓ ଆନ୍ଧ୍ର ପ୍ରଦେଶ ମଧ୍ୟରେ ଚଳାଚଳ କରିବ ।

1

Photograph: (KANAKNEWS)

କନକବ୍ୟୁରୋ : କେରଳରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ତିରୁବନନ୍ତ ପୁରମରେ ମୋଦୀ ୩ଟି ଅମୃତ ଭାରତ ଟ୍ରେନ୍ ସହିତ ୪ଟି ଟ୍ରେନ୍ ଚଳାଚଳର ଶୁଭାରମ୍ଭ କରିଛନ୍ତି ।  ଏସବୁ ଟ୍ରେନ୍ କେରଳରୁ ତାମିଲନାଡୁ, କର୍ଣ୍ଣାଟକ ଓ ଆନ୍ଧ୍ର ପ୍ରଦେଶ ମଧ୍ୟରେ ଚଳାଚଳ କରିବ । ଏହା ସହିତ ମୋଦୀ ବିଭିନ୍ନ ଉନ୍ନୟନ ପ୍ରକଳ୍ପର ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ଏହି ଅବସରରେ ମୋଦୀ ତାଙ୍କ ଭାଷଣରେ କେରଳ ପାଇଁ କେନ୍ଦ୍ରର ଏନଡିଏ ସରକାର ଗ୍ରହଣ କରିଥିବା ବହୁ ପଦକ୍ଷେପ ସମ୍ପର୍କରେ ସୂଚନା ଦେଇଥିଲେ ।

ଅଧିକ ପଢନ୍ତୁ ... ଆଗାମୀ ୨୦୨୭ ଜନଗଣନାବେଳେ ଆପଣଙ୍କୁ ପଚରାଯିବ କଣ? କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଜାରି ହେଲା ହେଲା ବିଜ୍ଞପ୍ତି

ତିରୁବନନ୍ତ ପୁରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ କେରଳ ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନ ସ୍ବାଗତ କରିଥିଲେ ।  କେରଳରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦାନ ପରେ ମୋଦୀ ତାମିଲନାଡୁରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ । ସେ ବହୁ ଜନସଭାକୁ ସମ୍ବୋଧନ କରିବା କାର୍ଯ୍ୟକ୍ରମ ରହିଛି ।  କେରଳ ଓ ତାମିଲନାଡୁ ରେ ଚଳିତବର୍ଷ ବିଧାନସଭା ନିର୍ବାଚନ ହେବାକୁ ଯାଉଥିବା ବେଳେ  ମୋଦୀ ଏହି ଦୁଇ ରାଜ୍ୟ ଉପରେ ଫୋକସ୍ କରିଛନ୍ତି । 
ମୋଦୀଙ୍କ ମିସନ୍‌ ସାଉଥ୍
କେରଳରେ ପ୍ରଧାନମନ୍ତ୍ରୀ ମୋଦୀ 
୩ଟି ଅମୃତ ଭାରତ ଟ୍ରେନ୍ ଶୁଭାରମ୍ଭ
ବହୁ ପ୍ରକଳ୍ପର ଉଦ୍‌ଘାଟନ, ଶିଳାନ୍ୟାସ  
ଆଜି ପ୍ରଧାନମନ୍ତ୍ରୀ ମୋଦୀଙ୍କ ମାରାଥନ୍‌ ଗସ୍ତ
କେରଳ ପରେ ମୋଦୀ ତାମିଲନାଡ଼ୁ ଯିବେ 
ତାମିଲନାଡ଼ୁରେ ମୋଦୀଙ୍କ ବହୁ କାର୍ଯ୍ୟକ୍ରମ
ଏବର୍ଷ ଦୁଇ ରାଜ୍ୟରେ ବିଧାନସଭା ନିର୍ବାଚନ 
ମୋଦୀଙ୍କ ଫୋକସ୍‌ରେ କେରଳ, ତାମିଲନାଡ଼ୁ 
୨ ରାଜ୍ୟରେ ବହୁ ଜନସଭାରେ ଯୋଗଦେବେ ମୋଦୀ
 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe