ବ୍ରିକ୍ସ ମଞ୍ଚରୁ ମୋଦୀଙ୍କ ବାର୍ତ୍ତା: କହିଲେ କୌଣସି ସମସ୍ୟାର ସମାଧାନ ନୁହେଁ ଯୁଦ୍ଧ, ଶାନ୍ତିପୂର୍ଣ୍ଣ ଆଲୋଚନା ଜରୁରୀ

Advertisment

ଋଷରେ ବଡ ଘୋଷଣ କରିଛନ୍ତି ମୋଦୀ । କାଜାନରେ ଭାରତର ଏକ ନୂତନ ଦୂତାବାସ ଖୋଲାଯିବ । ଏଥିସହ ରୁଷ-ୟୁକ୍ରେନ ଯୁଦ୍ଧ ପ୍ରସଙ୍ଗ ଉଠାଇ ବ୍ରିକ୍ସ ମଂଚରୁ ମୋଦୀ ବାର୍ତ୍ତା ଦେଇଛନ୍ତି । ଭାରତ ପୁଣି ଥରେ ନିଜ ଆଭିମୁଖ୍ୟ ସ୍ପଷ୍ଟ କରିଛି ।

ଋଷରେ ବଡ ଘୋଷଣ କରିଛନ୍ତି ମୋଦୀ । କାଜାନରେ ଭାରତର ଏକ ନୂତନ ଦୂତାବାସ ଖୋଲାଯିବ । ଏଥିସହ ରୁଷ-ୟୁକ୍ରେନ ଯୁଦ୍ଧ ପ୍ରସଙ୍ଗ ଉଠାଇ ବ୍ରିକ୍ସ ମଂଚରୁ ମୋଦୀ ବାର୍ତ୍ତା ଦେଇଛନ୍ତି । ଭାରତ ପୁଣି ଥରେ ନିଜ ଆଭିମୁଖ୍ୟ ସ୍ପଷ୍ଟ କରିଛି ।

dfe

କନକ ବ୍ୟୁରୋ: ଋଷରେ ବଡ ଘୋଷଣ କରିଛନ୍ତି ମୋଦୀ । କାଜାନରେ ଭାରତର ଏକ ନୂତନ ଦୂତାବାସ ଖୋଲାଯିବ । ଏଥିସହ ରୁଷ-ୟୁକ୍ରେନ ଯୁଦ୍ଧ ପ୍ରସଙ୍ଗ ଉଠାଇ ବ୍ରିକ୍ସ ମଂଚରୁ ମୋଦୀ ବାର୍ତ୍ତା ଦେଇଛନ୍ତି । ଭାରତ ପୁଣି ଥରେ ନିଜ ଆଭିମୁଖ୍ୟ ସ୍ପଷ୍ଟ କରିଛି । ଯୁଦ୍ଧ କୌଣସି ସମସ୍ୟାର ସମାଧାନ ନୁହେଁ ବରଂ ଏଥିପାଇଁ ଶାନ୍ତିପୂର୍ଣ୍ଣ ଆଲୋଚନା ଜରୁରୀ । ମଧ୍ୟପ୍ରାଚ୍ୟରେ ଯେଉଁ ଉତ୍ତେଜନା ଲାଗି ରହିଛି ସେଗୁଡିକୁ ବନ୍ଦ କରିବାକୁ ଭାରତ ସମସ୍ତ ସହଯୋଗ କରିବାକୁ ଭାରତ ପ୍ରସ୍ତୁତ ବୋଲି କହିଛି । ମୋଦୀ ଏକଥା ପୁଣି ଥରେ ଦୋହରାଇଛନ୍ତି ଯେ ଭାରତ ସବୁବେଳେ ଶାନ୍ତି ଓ ସ୍ଥିରତା ଚାହେଁ । ସୂଚନା ଅନୁସାରେ ଆଜି ପୁଟିନଙ୍କ ସହ ରାତ୍ରୀ ଭୋଜନ କାର୍ଯ୍ୟକ୍ରମରେ ମୋଦୀ ଯୋଗ ଦେବେ । ଏବେ ଦେଖିବା ବ୍ରିକ୍ସ ମଂଚରୁ ମୋଦୀ କି ବାର୍ତ୍ତା ଦେଇଛନ୍ତି 

ବିଦେଶ ମଞ୍ଚରୁ ମୋଦୀଙ୍କ ବାର୍ତ୍ତା
ବ୍ରିକ୍ସ ମଞ୍ଚରେ ମୋଦୀ ଉଠାଇଲେ ଯୁଦ୍ଧ ପ୍ରସଙ୍ଗ
ବିଶ୍ୱରେ ଶାନ୍ତି ପ୍ରତିଷ୍ଠା ଦିଗରେ ଭାରତର ଆଭିମୁଖ୍ୟ ସ୍ପଷ୍ଟ
ଆଲୋଚନା ମାଧ୍ୟମରେ ସମାଧାନ ଉପରେ ମୋଦୀଙ୍କ ଗୁରୁତ୍ୱ
ରୁଷିଆ-ୟୁକ୍ରେନ ବିବାଦର ସମାଧାନ ପାଇଁ ପ୍ରୟାସ କରିବ ଭାରତ
ଶାନ୍ତି ଏବଂ ସ୍ଥିରତା ପ୍ରତିଷ୍ଠା କରିବା ପାଇଁ ଭାରତ ପ୍ରୟାସ କରିବ
ଦୁଇ ଦେଶ ମଧ୍ୟରେ ଥିବା ସମସ୍ୟାର ସମାଧାନ ହୋଇପାରିବ
ଭାରତ ସମସ୍ତ ସମ୍ଭାବ୍ୟ ସହାୟତା ଯୋଗାଇବାକୁ ପ୍ରସ୍ତୁତ ଅଛି
କଜାନରେ ଭାରତର ଏକ ନୂତନ ଦୂତାବାସ ଖୋଲାଯିବ
ବ୍ରିକ୍ସରେ ବର୍ତ୍ତମାନ ବିଶ୍ୱର ଅନେକ ଦେଶ ଯୋଗଦେବାକୁ ଚାହୁଁଛନ୍ତି

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe