କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ମୋଦୀ ଆଜି ଦେଖିବେ ସିନେମା ଦ ସାବରମତୀ ଏକ୍ସପ୍ରେସ । ଅପରାହ୍ନ ୪ଟା ସମୟରେ ସଂସଦ ଭବନ ପରିସରରେ ସିନେମା ପ୍ରଦର୍ଶିତ ହେବ ବାଲଯୋଗୀ ଅଡିଟୋରିୟମ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ଗୋଧ୍ରା କାଣ୍ଡକୁ ନେଇ ପର୍ଯ୍ୟବେସିତ ହୋଇଛି ଏହି ବଲିଉଡ ସିନେମା । ବିକ୍ରାନ୍ତ ମାସେ ଓ ରିଧି ଡୋଗରଙ୍କ ମୁଖ୍ୟ ଭୂମିକରେ ଅଭିନୟ ଦର୍ଶକଙ୍କୁ ବେଶ ପସନ୍ଦ ଆସିପାରୁଛି । 

Advertisment

ପୂର୍ବରୁ ମୋଦୀ ଓ ଗୃହମନ୍ତ୍ରୀ ଅମିତ ଶାହା ସିନେମାର ଭୁରି ଭୁରି ପ୍ରଶଂସା କରିସାରିଛନ୍ତି । ଅନ୍ୟପଟେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ସାବରମତୀ ଏକ୍ସପ୍ରେସ ଦେଖି ସାରିଛନ୍ତି । ସେପଟେ ସିନେମାର ମୁଖ୍ୟ ଅଭିନେତା ବିକ୍ରାନ୍ତ ମାସେଙ୍କ ଅଭିନୟର ସନ୍ନ୍ୟାସ ଖବରକୁ ନେଇ ଜୋରଦାର ଚର୍ଚ୍ଚା