କନକବ୍ୟୁରୋ : ଓଡ଼ିଶାର ୧୨ଟି ସ୍ଥାନରେ ହେବ ମକ୍ଡ୍ରିଲ୍ । ବାଲେଶ୍ୱର, କୋରାପୁଟ, ଭୁବନେଶ୍ୱର ଓ ଗୋପାଳପୁରରେ ମକ୍ଡ୍ରିଲ କରାଯିବ । ସେହିପରି ହୀରାକୁଦ, ପାରାଦ୍ୱୀପ, ରାଉରକେଲା ଓ ଭଦ୍ରକ ବି ମକ୍ଡ୍ରିଲ୍ ହେବ । ଏହା ସହ ଢେଙ୍କାନାଳ, ଜଗତସିଂହପୁର, କେନ୍ଦ୍ରାପଡ଼ା ଓ ତାଳଚେର ମକ୍ଡ୍ରିଲ୍ କରାଯିବା ନେଇ ନିଷ୍ପତ୍ତି ନିଆଯାଇଛି । ଯୁଦ୍ଧ ବେଳେ ନାଗରିକମାନେ କିପରି ଆତ୍ମରକ୍ଷା କରିବେ ସେନେଇ ତାଲିମ ଦିଆଯିବ । ଆସନ୍ତାକାଲି ହେବାକୁ ଥିବା ମକ୍ଡ୍ରିଲ୍ ପୂର୍ବରୁ ଆସି ବସିଛି
ଓଡ଼ିଶାର ୧୨ଟି ସ୍ଥାନରେ ହେବ ମକ୍ଡ୍ରିଲ୍ : ଏୟାରଷ୍ଟ୍ରାଇକ୍ ହେଲେ କେମିତି ରହିବେ ପ୍ରସ୍ତୁତ, ଦିଆଯିବ ତାଲିମ
ଓଡ଼ିଶାର ୧୨ଟି ସ୍ଥାନରେ ହେବ ମକ୍ଡ୍ରିଲ୍ । ବାଲେଶ୍ୱର, କୋରାପୁଟ, ଭୁବନେଶ୍ୱର ଓ ଗୋପାଳପୁରରେ ମକ୍ଡ୍ରିଲ କରାଯିବ । ସେହିପରି ହୀରାକୁଦ, ପାରାଦ୍ୱୀପ, ରାଉରକେଲା ଓ ଭଦ୍ରକ ବି ମକ୍ଡ୍ରିଲ୍ ହେବ
/kanak/media/media_files/2025/05/06/wiGpD02F0MRYDUG8sWsh.jpg)