କାନ୍ଥ ତାଡି ଲୁଟିନେଲେ ମୋବାଇଲ : କଳାହାଣ୍ତି ଜିଲ୍ଲା ଜୟପାଟଣାରୁ ଆସିଲା ଅଭାବନୀୟ ଦୃଶ୍ୟ

Advertisment

କାନ୍ଥରେ ସିନ୍ଧି କରି ମୋବାଇଲ ଦୋକାନରୁ ଚୋରି । ସିସିଟିଭିରେ କଏଦ ହୋଇଛି ଚୋରିର ଦୃଶ୍ୟ। କଳାହାଣ୍ଡି ଜିଲ୍ଲା ଜୟପାଟଣା ସହରରେ ଥିବା ଜେକେ ମୋବାଇଲ ଷ୍ଟୋରରୁ ମଙ୍ଗଳବାର ରାତିରେ କାନ୍ଥ ତାଡି ୧୮ରୁ ଅଧିକ ଦାମୀ ମୋବାଇଲ ଚୋରି ନେଇଛି ଦୁର୍ବୃତ୍ତ

କୋଲୂପ

କୋଲୂପ Photograph: (କୋଲୂପ )

କନକବ୍ୟୁରୋ :  କାନ୍ଥରେ ସିନ୍ଧି କରି ମୋବାଇଲ ଦୋକାନରୁ ଚୋରି  । ସିସିଟିଭିରେ କଏଦ ହୋଇଛି ଚୋରିର ଦୃଶ୍ୟ। କଳାହାଣ୍ଡି ଜିଲ୍ଲା ଜୟପାଟଣା ସହରରେ ଥିବା ଜେକେ ମୋବାଇଲ ଷ୍ଟୋରରୁ ମଙ୍ଗଳବାର ରାତିରେ କାନ୍ଥ ତାଡି ୧୮ରୁ ଅଧିକ ଦାମୀ ମୋବାଇଲ ଚୋରି ନେଇଛି ଦୁର୍ବୃତ୍ତ । ଚୋରି ମୋବାଇଲର ଆନୁମାନିକ ମୂଲ୍ୟ ୩ଲକ୍ଷରୁ ଅଧିକ ହୋଇଥିବା ଅଭିଯୋଗ ହୋଇଛି। ଚୋରି ସମ୍ପର୍କରେ ଜୟପାଟଣା ପୁଲିସରେ ଅଭିଯୋଗ ହେବା ପରେ ପୁଲିସ ସିସିଟିଭି ଫୁଟେଜ ଆଧାରରେ ତଦନ୍ତ ଆରମ୍ଭ କରିଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe