କନକବ୍ୟୁରୋ : କାନ୍ଥରେ ସିନ୍ଧି କରି ମୋବାଇଲ ଦୋକାନରୁ ଚୋରି । ସିସିଟିଭିରେ କଏଦ ହୋଇଛି ଚୋରିର ଦୃଶ୍ୟ। କଳାହାଣ୍ଡି ଜିଲ୍ଲା ଜୟପାଟଣା ସହରରେ ଥିବା ଜେକେ ମୋବାଇଲ ଷ୍ଟୋରରୁ ମଙ୍ଗଳବାର ରାତିରେ କାନ୍ଥ ତାଡି ୧୮ରୁ ଅଧିକ ଦାମୀ ମୋବାଇଲ ଚୋରି ନେଇଛି ଦୁର୍ବୃତ୍ତ । ଚୋରି ମୋବାଇଲର ଆନୁମାନିକ ମୂଲ୍ୟ ୩ଲକ୍ଷରୁ ଅଧିକ ହୋଇଥିବା ଅଭିଯୋଗ ହୋଇଛି। ଚୋରି ସମ୍ପର୍କରେ ଜୟପାଟଣା ପୁଲିସରେ ଅଭିଯୋଗ ହେବା ପରେ ପୁଲିସ ସିସିଟିଭି ଫୁଟେଜ ଆଧାରରେ ତଦନ୍ତ ଆରମ୍ଭ କରିଛି।
କାନ୍ଥ ତାଡି ଲୁଟିନେଲେ ମୋବାଇଲ : କଳାହାଣ୍ତି ଜିଲ୍ଲା ଜୟପାଟଣାରୁ ଆସିଲା ଅଭାବନୀୟ ଦୃଶ୍ୟ
କାନ୍ଥରେ ସିନ୍ଧି କରି ମୋବାଇଲ ଦୋକାନରୁ ଚୋରି । ସିସିଟିଭିରେ କଏଦ ହୋଇଛି ଚୋରିର ଦୃଶ୍ୟ। କଳାହାଣ୍ଡି ଜିଲ୍ଲା ଜୟପାଟଣା ସହରରେ ଥିବା ଜେକେ ମୋବାଇଲ ଷ୍ଟୋରରୁ ମଙ୍ଗଳବାର ରାତିରେ କାନ୍ଥ ତାଡି ୧୮ରୁ ଅଧିକ ଦାମୀ ମୋବାଇଲ ଚୋରି ନେଇଛି ଦୁର୍ବୃତ୍ତ
/kanak/media/media_files/2025/01/01/1IHpEK8vCq3PVc3XtMGP.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t081934795z-rashu-2025-12-17-13-49-35.jpg)