କନକ ବ୍ୟୁରୋ: ବଲାଙ୍ଗିର ପାଟଣାଗଡ଼ରେ ଅଘଟଣ । ପାଢ଼େଲ ଗାଁରେ ମୋବାଇଲ ବ୍ୟାଟୋରୀ ବିସ୍ଫୋରଣ ଘଟି ୨ ଶିଶୁ ଆହତ ହୋଇଛନ୍ତି । ପରିବାର ଲୋକ ଶିଶୁଙ୍କୁ ପାଟଣାଗଡ଼ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ସେଠାରେ ସ୍ବାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ବଲାଙ୍ଗିର ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି । ଗୁରୁତର ଦୁଇ ଶିଶୁ ହେଲେ ଜଗା ସରାଫ ଓ ସଂଜୀବ ଦଳେଇ। ପୋଲିସ ଡାକ୍ତରଖାନାରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ବଲାଙ୍ଗିର ପାଟଣାଗଡ଼ ପଢ଼େଲ ଗାଁରେ ଅଘଟଣ: ମୋବାଇଲ ବ୍ୟାଟେରି ଫାଟି ୨ ଶିଶୁ ଗୁରୁତର
ବଲାଙ୍ଗିର ପାଟଣାଗଡ଼ରେ ଅଘଟଣ । ପାଢ଼େଲ ଗାଁରେ ମୋବାଇଲ ବ୍ୟାଟୋରୀ ବିସ୍ଫୋରଣ ଘଟି ୨ ଶିଶୁ ଆହତ ହୋଇଛନ୍ତି । ପରିବାର ଲୋକ ଶିଶୁଙ୍କୁ ପାଟଣାଗଡ଼ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ।
/kanak/media/media_files/2025/02/02/oZWrnxa4ZwWinammUkc4.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/27/2025-12-27t123421491z-506359015_3114607832035873_6253119802954867050_n-2025-12-27-18-04-21.jpg)