କନକ ବ୍ୟୁରୋ: ମୋ ବସରେ ରହିବ ସ୍ପିଡ ଲିମିଟ୍ । ସହରରେ ଘଣ୍ଟା ପ୍ରତି ବେଗ ୪୦ କିମି ରହିବ । ସହର ବାହାରେ ଘଣ୍ଟାପ୍ରତି ୫୦ କିମି ବେଗରେ ଚାଲିବ । ବିଭିନ୍ନ ସ୍ଥାନରେ ମୋ ବସର ଦୁର୍ଘଟଣା ପରେ ପଦକ୍ଷେପ । ବିଭାଗୀୟ ଅଧିକାରୀଙ୍କୁ କଡା ନିର୍ଦ୍ଦେଶ ଦେଲେ ମନ୍ତ୍ରୀ । ସବୁ ଗାଡିରେ ସ୍ପିଡ ଗଭର୍ଣ୍ଣର ରହିବ । ଲାଇସେନ୍ସ ଥିବା ଅଭିଜ୍ଞ ଡ୍ରାଇଭରଙ୍କୁ ଗାଡି ଚାଳନା ଅନୁମତି । ମଦ ପିଇ ଗାଡି ଚଳାଉଛନ୍ତି ନା ନାହିଁ ଯାଞ୍ଚ ହେବ ।
ମୋ ବସରେ ରହିବ ସ୍ପିଡ ଲିମିଟ୍: ସହରରେ ଘଣ୍ଟା ପ୍ରତି ବେଗ ୪୦ କିମି ରହିବ
ମୋ ବସରେ ରହିବ ସ୍ପିଡ ଲିମିଟ୍ । ସହରରେ ଘଣ୍ଟା ପ୍ରତି ବେଗ ୪୦ କିମି ରହିବ । ସହର ବାହାରେ ଘଣ୍ଟାପ୍ରତି ୫୦ କିମି ବେଗରେ ଚାଲିବ । ବିଭିନ୍ନ ସ୍ଥାନରେ ମୋ ବସର ଦୁର୍ଘଟଣା ପରେ ପଦକ୍ଷେପ ।