ଅଟୋକୁ ଧକ୍କା ଦେଲା ଖଲ୍ଲିକୋଟ ବିଧାୟକଙ୍କ କାର୍‌ । ମେଡିକାଲରେ ଭର୍ତ୍ତି ଅଟୋ ଯାତ୍ରୀ

Advertisment

ଦୁର୍ଘଟଣାଗ୍ରସ୍ତ ହେଲା ଖଲ୍ଲିକୋଟ ବିଧାୟକଙ୍କ କାର । ଖୋର୍ଦ୍ଧା ୧୬ ନମ୍ବର ଜାତୀୟ ରାଜପଥ ବଡ଼ପୋଖରିଆ ଛକ ନିକଟରେ ଅଟୋକୁ ପଛପଟୁ ଧକ୍କା ଦେଇଛି ବିଧାୟକଙ୍କ କାର ।

ଦୁର୍ଘଟଣାଗ୍ରସ୍ତ ହେଲା ଖଲ୍ଲିକୋଟ ବିଧାୟକଙ୍କ କାର । ଖୋର୍ଦ୍ଧା ୧୬ ନମ୍ବର ଜାତୀୟ ରାଜପଥ ବଡ଼ପୋଖରିଆ ଛକ ନିକଟରେ ଅଟୋକୁ ପଛପଟୁ ଧକ୍କା ଦେଇଛି ବିଧାୟକଙ୍କ କାର ।

Accident 21

କନକ ବ୍ୟୁରୋ : ଦୁର୍ଘଟଣାଗ୍ରସ୍ତ ହେଲା ଖଲ୍ଲିକୋଟ ବିଧାୟକଙ୍କ କାର । ଖୋର୍ଦ୍ଧା ୧୬ ନମ୍ବର ଜାତୀୟ ରାଜପଥ ବଡ଼ପୋଖରିଆ ଛକ ନିକଟରେ ଅଟୋକୁ ପଛପଟୁ ଧକ୍କା ଦେଇଛି ବିଧାୟକଙ୍କ କାର । ଅଟୋରେ ଥିବା ଯାତ୍ରୀଙ୍କ ମଧ୍ୟରୁ ଦୁଇଜଣ ଆହତ ହୋଇ ବଡ଼ପୋଖରିଆ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି । ଏୟାର ବ୍ୟାଗ ଯୋଗୁଁ ଅଳ୍ପକେ ବର୍ତ୍ତିଯାଇଛନ୍ତି ଖଲ୍ଲିକୋଟ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀ ଓ ଡ୍ରାଇଭର । ବିଧାୟକ ଖଲ୍ଲିକୋଟରୁ ଭୁବନେଶ୍ବର ଯାଉଥିବା ବେଳେ ବଡ଼ପୋଖରିଆ ଛକ ନିକଟରେ ଦୁର୍ଘଟଣା ଘଟିଛି ।  ଦୁର୍ଘଟଣାର ଶିକାର ହୋଇଥିବା ଯାତ୍ରୀ ସୁସ୍ଥ ଅଛନ୍ତି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe