କନକ ବ୍ୟୁରୋ : ମାନବିକତା ଦେଖାଇଲେ ନବରଙ୍ଗପୁର ବିଧାୟକ । ଦୁର୍ଘଟଣାରେ ଆହତ ତିନି ଜଣଙ୍କୁ ନିଜ ଗାଡିରେ ହସ୍ପିଟାଲ ନେଲେ । ଯାହାକୁ ନେଇ ଚର୍ଚ୍ଚାରେ ନବରଙ୍ଗପୁର ବିଜେପି ବିଧାୟକ ଗୌରୀ ଶଙ୍କର ମାଝୀ । ନବରଙ୍ଗପୁର ଥାନା ଅନ୍ତର୍ଗତ ବିଜ୍ରାଗୁଡା ଛକ ଠାରେ ବାଇକ୍ ସହ ଏକ ଭ୍ୟାନ ମୁହା ମୁହିଁ ଧକ୍କା ହୋଇଥିଲା । ବାଇକ୍ ଆରୋହିଙ୍କ ସମେତ ତିନି ଜଣ ଆହତ ହୋଇଥିଲେ । ଏହି ସମୟରେ ସେହି ରାସ୍ତାରେ ଯାଉଥିବା ବିଧାୟକ ସମସ୍ତ ଆହତ ମାନଙ୍କୁ ନିଜ ଗାଡିରେ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେବା ସହ ଚିକିତ୍ସା କରାଇଥିଲେ ।
ମାନବିକତା ଦେଖାଇଲେ ବିଧାୟକ ; ଦୁର୍ଘଟଣାରେ ଆହତ ୩ ଜଣଙ୍କୁ ନିଜ ଗାଡିରେ ବସାଇ ନେଲେ ହସ୍ପିଟାଲ
ଦୁର୍ଘଟଣାରେ ଆହତ ତିନି ଜଣଙ୍କୁ ନିଜ ଗାଡିରେ ହସ୍ପିଟାଲ ନେଲେ । ଯାହାକୁ ନେଇ ଚର୍ଚ୍ଚାରେ ନବରଙ୍ଗପୁର ବିଜେପି ବିଧାୟକ ଗୌରୀ ଶଙ୍କର ମାଝୀ । ନବରଙ୍ଗପୁର ଥାନା ଅନ୍ତର୍ଗତ ବିଜ୍ରାଗୁଡା ଛକ ଠାରେ ବାଇକ୍ ସହ ଏକ ଭ୍ୟାନ ମୁହା ମୁହିଁ ଧକ୍କା ହୋଇଥିଲା ।
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/02/11/2025-02-11t080152817z.jpg)