ମିଥୁନଙ୍କୁ ମିଳିବ ଦାଦା ସାହେବ ଫାଲକେ ଆଓ୍ୱାର୍ଡ । ଘୋଷଣା କଲେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ।

Advertisment

ମିଥୁନ୍ ଚକ୍ରବର୍ତ୍ତୀଙ୍କୁ ଦାଦା ସାହେବ ଫାଲକେ ଆଓ୍ୱାର୍ଡ । ଭାରତୀୟ ସିନେମାକୁ ତାଙ୍କର ବଳିଷ୍ଠ ଅବଦାନ ପାଇଁ ତାଙ୍କୁ ଚଳିତ ବର୍ଷ ଦାଦା ସାହେବ ଫାଲକେ ଆଓ୍ୱାର୍ଡରେ ସମ୍ମାନିତ କରାଯିବ ।

ମିଥୁନ୍ ଚକ୍ରବର୍ତ୍ତୀଙ୍କୁ ଦାଦା ସାହେବ ଫାଲକେ ଆଓ୍ୱାର୍ଡ । ଭାରତୀୟ ସିନେମାକୁ ତାଙ୍କର ବଳିଷ୍ଠ ଅବଦାନ ପାଇଁ ତାଙ୍କୁ ଚଳିତ ବର୍ଷ ଦାଦା ସାହେବ ଫାଲକେ ଆଓ୍ୱାର୍ଡରେ ସମ୍ମାନିତ କରାଯିବ ।

MITHUN

କନକ ବ୍ୟୁରୋ: ମିଥୁନ୍ ଚକ୍ରବର୍ତ୍ତୀଙ୍କୁ ଦାଦା ସାହେବ ଫାଲକେ ଆଓ୍ୱାର୍ଡ । ଭାରତୀୟ ସିନେମାକୁ ତାଙ୍କର ବଳିଷ୍ଠ ଅବଦାନ ପାଇଁ ତାଙ୍କୁ ଚଳିତ ବର୍ଷ ଦାଦା ସାହେବ ଫାଲକେ ଆଓ୍ୱାର୍ଡରେ ସମ୍ମାନିତ କରାଯିବ । ଆସନ୍ତା ଅକ୍ଟୋବର ୮ ତାରିଖରେ ନ୍ୟାସନାଲ ଫିଲ୍ମ ଆଓ୍ୱାର୍ଡ ସେରେମନୀରେ ତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯିବ । କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏନେଇ ସୂଚନା ଦେଇଛନ୍ତି । ତେବେ ମିଥୁନ୍ ଚକ୍ରବର୍ତ୍ତୀ ଦୀର୍ଘ ଦିନ ହେଲା ଭାରତୀୟ ଫିଲ୍ମ ଜଗତରେ ସକ୍ରିୟ ଅଛନ୍ତି । ଜଣେ ସଫଳ ଅଭିନେତା ଭାବେ ସେ ବେଶ ଲୋକପ୍ରିୟ । ଆଉ ଏବେ ତାଙ୍କୁ ମିଳିବାକୁ ଯାଉଛି ଦାଦା ସାହେବ ଫାଲକେ ଆଓ୍ୱାର୍ଡ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe