କନକବ୍ୟୁରୋ : କେନ୍ଦ୍ରାପଡ଼ା କଲେଜରେ ଛାତ୍ର ଅଶାନ୍ତି, ଭଙ୍ଗାରୁଜା। କେନ୍ଦ୍ରାପଡ଼ା ମହାବିଦ୍ୟାଳୟ ସ୍ନାତୋକତ୍ତର ପାଠ୍ୟକ୍ରମରେ ତ୍ରୁଟି ପାଇଁ ପ୍ରତିବାଦ କରିଛନ୍ତି ଛାତ୍ରଛାତ୍ରୀ ,ଧାରଣ ଦେଇଛନ୍ତି। ଧାରଣା ସ୍ଥଳରେ ଉତେଜନା ପ୍ରକାଶ ପାଇଛି। ପିଜି ପାଠ୍ୟକ୍ରମରେ ଦିଆଯାଇଥିବା, ସାର୍ଟିଫିକେଟ୍‌ ଗୁଡିକ ତ୍ରୁଟିପୂର୍ଣ୍ଣ ବୋଲି ଅଭିଯୋଗ ହୋଇଛି।

Advertisment

ସାର୍ଟିଫେକେଟ୍ ମୁଦ୍ରଣରେ ତ୍ରୁଟିକୁ ନେଇ ଅଧ୍ୟକ୍ଷଙ୍କ କାର୍ୟ୍ୟାଳୟରେ ଧାରଣା ଦେଇଥିଲେ। ଚେୟାର ଟେବୁଲ ଫିଙ୍ଗା ଫିଙ୍ଗି କରିଛନ୍ତି। ଘଟଣାସ୍ଥଳରେ କେନ୍ଦ୍ରାପଡ଼ା ପୁଲିସ ପହଂଚି ଛାତ୍ରଛାତ୍ରୀଙ୍କୁ ବୁଝାସୁଝା କରିଛନ୍ତି।