ରାଜଧାନୀରୁ ଅପହୃତ୍ତ ନାବାଳିକାର ମିଳୁନି ପତ୍ତା : କମିସନରେଟ ପୁଲିସ ପକ୍ଷରୁ ଜାରି ହେଲା ମିସିଂ ପୋଷ୍ଟର

Advertisment

ରାଜଧାନୀରୁ ଅପହରଣ ନାବାଳିକାର ମିଳୁନି ପତ୍ତା । ଗତ ସେପ୍ଟେମ୍ବର ୨ ତାରିଖରୁ ଅପହରଣ ହୋଇଥିବା ନାବାଳିକାର ଠାବ ପାଉନି କମିସନରେଟ ପୁଲିସ

ରାଜଧାନୀରୁ ଅପହରଣ ନାବାଳିକାର ମିଳୁନି ପତ୍ତା । ଗତ ସେପ୍ଟେମ୍ବର ୨ ତାରିଖରୁ ଅପହରଣ ହୋଇଥିବା ନାବାଳିକାର ଠାବ ପାଉନି କମିସନରେଟ ପୁଲିସ

lady

Photograph: (kanaknews)

କନକବ୍ୟୁରୋ : ରାଜଧାନୀରୁ ଅପହରଣ ନାବାଳିକାର ମିଳୁନି ପତ୍ତା । ଗତ ସେପ୍ଟେମ୍ବର ୨ ତାରିଖରୁ ଅପହରଣ ହୋଇଥିବା ନାବାଳିକାର ଠାବ ପାଉନି କମିସନରେଟ ପୁଲିସ ।  ଏନେଇ କମିସନରେଟ ପୁଲିସ ପକ୍ଷରୁ ଏକ ଅପହର୍ତ୍ତା ଓ ଅପହରଣକାରୀଙ୍କ ବାବଦରେ ଖବର ଦେବାକୁ ୨୫ ହଜାର ଟଙ୍କା ପୁରସ୍କାର ଘୋଷଣା କରାଯାଉଛି । ସୂଚନା ଅନୁସାରେ କ୍ୟାପିଟାଲ ଥାନା ୟୁନିଟ ୬ ଅଞ୍ଚଳର ଜଣେ ନାବାଳିକାକୁ ଅମର ନାୟକ ନାମକ ଜଣେ ଯୁବକ ଅପହରଣ କରି ନେଇଥିଲା ।  ଏନେଇ କ୍ୟାପିଟାଲ ଥାନାରେ ଏକ ମାମଲା ରୁଜୁ କରାଯାଇଛି । ପୁଲିସ ସେମାନଙ୍କ ବାବଦରେ ଖବର ନ ପାଇବା ପରେ ସୋସିଆଲ ମିଡିଆରେ ପୋଷ୍ଟ  ଜାରି କରିଛି । ଖବରଦାତାଙ୍କ ପାଇଁ ପୁରସ୍କାର ଘୋଷଣା କରାଯାଇଛି । 

ଅଧିକ ପଢନ୍ତୁ... ମାନବିକତା ଭୁଲି ଯାଉଛି ମଣିଷ : ଜମି ବିବାଦରୁ ବୃଦ୍ଧଙ୍କୁ କଲେ ଗୃହବନ୍ଦୀ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe