ଗଣେଶ ଭସାଣି ହେଲା କାଳ; ମୂର୍ତ୍ତି ଭସାଣବେଳେ କେନାଲରେ ଭାସିଗଲେ ୪ ଛାତ୍ର

Advertisment

ମୟୂରଭଞ୍ଜ ଭଞ୍ଜପୁର ଥାନା ଲକ୍ଷ୍ମୀପୋଷିରେ କେନାଲରେ ଭାସିଗଲେ ୪ଛାତ୍ର । ୨ଜଣଙ୍କୁ ଅଗ୍ନିଶମ ବିଭାଗ ଉଦ୍ଧାର କରିଥିବା ବେଳେ ୨ଜଣ ଏବେ ବି ନିଖୋଜ ଅଛନ୍ତି ।

ମୟୂରଭଞ୍ଜ ଭଞ୍ଜପୁର ଥାନା ଲକ୍ଷ୍ମୀପୋଷିରେ କେନାଲରେ ଭାସିଗଲେ ୪ଛାତ୍ର । ୨ଜଣଙ୍କୁ ଅଗ୍ନିଶମ ବିଭାଗ ଉଦ୍ଧାର କରିଥିବା ବେଳେ ୨ଜଣ ଏବେ ବି ନିଖୋଜ ଅଛନ୍ତି ।

Ganesh idol immersion

କନକ ବ୍ୟୁରୋ : ଗଣେଷ ମୁର୍ତ୍ତି ଭସାଣୀ ବେଳେ ଅଘଟଣ । ମୟୂରଭଞ୍ଜ ଭଞ୍ଜପୁର ଥାନା ଲକ୍ଷ୍ମୀପୋଷିରେ କେନାଲରେ ଭାସିଗଲେ ୪ଛାତ୍ର । ୨ଜଣଙ୍କୁ ଅଗ୍ନିଶମ ବିଭାଗ ଉଦ୍ଧାର କରିଥିବା ବେଳେ ୨ଜଣ ଏବେ ବି ନିଖୋଜ ଅଛନ୍ତି । ଭଞ୍ଜପୁର ଥାନା ଲକ୍ଷ୍ମୀପୋଷି ନିକଟ ସୁବର୍ଣ୍ଣରେଖା କେନାଲରେ ଗଣେଶ ମୂର୍ତ୍ତି ଭସାଣୀ ବେଳେ ଅଘଟଣ ଘଟିଛି ।

ସୂଚନା ମୁତାବକ ଆଜି ସକାଳେ ଗଣେଶ ମୁର୍ତ୍ତି ଭସାଣ ବେଳେ ସ୍ଥାନୀୟ ଅଞ୍ଚଳର ଏକ ମେସରୁ ୪ଜଣ ଛାତ୍ର ଯାଇଥିବା ବେଳେ କେନାଲରେ ଅଧିକ ପାଣି ଥିବାରୁ ଭାସି ଯାଇଥିଲେ । ତେବେ ୨ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଏବେବି ୨ଜଣ ନିଖୋଜ ଛାତ୍ରଙ୍କୁ ଖୋଜୁଛି ଅଗ୍ନିଶମ ବିଭାଗ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe