ରାଜଧାନୀରେ ମାତିଛନ୍ତି ଲୁଟେରା । ବ୍ୟାଙ୍କରୁ ଟଙ୍କା ଉଠାଇ ଯିବା ବେଳେ ଭାଇ-ଭଉଣୀଙ୍କଠୁ ଝାମ୍ପିନେଲେ ସାଢେ ୩ ଲକ୍ଷ ଟଙ୍କା  ।

Advertisment

ରାଜଧାନୀରେ ମାତିଛନ୍ତି ଲୁଟେରା ।  ଚନ୍ଦ୍ରଶେଖରପୁରରେ ଏକ ବ୍ୟାଙ୍କରୁ ଟଙ୍କା ଉଠାଇ ଯିବା ବେଳେ ଭାଇ-ଭଉଣୀଙ୍କଠୁ ଝାମ୍ପିନେଲେ ସାଢେ ୩ ଲକ୍ଷ ଟଙ୍କା ।  ସିସିଟିଭିରେ ଲୁଟ୍ ବେଳର ଚିତ୍ର କଏଦ୍ ।  

ରାଜଧାନୀରେ ମାତିଛନ୍ତି ଲୁଟେରା ।  ଚନ୍ଦ୍ରଶେଖରପୁରରେ ଏକ ବ୍ୟାଙ୍କରୁ ଟଙ୍କା ଉଠାଇ ଯିବା ବେଳେ ଭାଇ-ଭଉଣୀଙ୍କଠୁ ଝାମ୍ପିନେଲେ ସାଢେ ୩ ଲକ୍ଷ ଟଙ୍କା ।  ସିସିଟିଭିରେ ଲୁଟ୍ ବେଳର ଚିତ୍ର କଏଦ୍ ।  

33dfd

କନକ ବ୍ୟୁରୋ:  ରାଜଧାନୀରେ ଦିନ ଦ୍ବିପ୍ରହରରେ ଲୁଟ୍ । ବ୍ୟାଙ୍କରୁ ଟଙ୍କା ଉଠାଇ ଫେରୁଥିବାବେଳେ ଭାଇଭଉଣୀଙ୍କ ଠାରୁ ଲୁଟିନେଲେ ଦୁର୍ବୃତ୍ତ । ସାଢ଼େ ୩ ଲକ୍ଷ ଟଙ୍କା ନେଇ ଫେରିବା ବେଳେ ଝାମ୍ପି ନେଲେ ଟଙ୍କା । ଚନ୍ଦ୍ରଶେଖରପୁର ଫେଜ୍-୧ ଏସବିଆଇ ବ୍ୟାଙ୍କରୁ ଟଙ୍କା ଉଠାଇ ଘରକୁ ଫେରୁଥିଲେ ଭାଇ ଭଉଣୀ । ଆଉ ସେମାନଙ୍କୁ କଳା ରଙ୍ଗର ପଲସର ବାଇକ୍‌ରେ ପିଛା କରି କରି ଆସି ଟଙ୍କା ଲୁଟିନେଲେ ଦୁଇ ଦୁର୍ବୃତ୍ତ । ଘର ତିଆରି ପାଇଁ ବ୍ୟାଙ୍କରୁ ଟଙ୍କା ଉଠାଇ ଫେରିବା ବେଳେ ଝାମ୍ପି ନେଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe