ନିଆଁ ସାଙ୍ଗେ ଖେଳ ହେଲା କାଳ, ପାଟିରୁ କିରୋସିନ୍ ସ୍ପ୍ରେ କରିବାବେଳେ ନାବାଳକର ମୁହଁରେ ଲାଗିଗଲା ନିଆଁ

Advertisment

ବ୍ରହ୍ମପୁର ଗଣେଶପୂଜା ବିସର୍ଜନବେଳେ ଅଘଟଣ । ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର ।

ବ୍ରହ୍ମପୁର ଗଣେଶପୂଜା ବିସର୍ଜନବେଳେ ଅଘଟଣ । ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର ।

କାଳ ହେଲା ନିଆଁ ସହ ଖେଳ

କାଳ ହେଲା ନିଆଁ ସହ ଖେଳ Photograph: (KanakNews)

କନକ ବ୍ୟୁରୋ: ନିଆଁ ସାଙ୍ଗେ ଖେଳ ହେଲା କାଳ । ଅଳ୍ପକେ ବର୍ତ୍ତିଲେ ନାବାଳକ । ନିଆଁ ଖେଳିବାନେଭେ ଲାଗିଗଲା ଦେହରେ ନିଆଁ । ଏଭଳି ଏକ ଛାତିଥରା ଦୃଶ୍ୟ ସାମ୍ନାକୁ ଆସିଛି ବ୍ରହ୍ମପୁର ସଦର ଥାନା ନଭିହାଡ଼ ଗାଁରେ । 

ଗତକାଲି ରାତିରେ ଗଣେଶ ବିସର୍ଜନ ସମୟରେ ଦୁଇ ନାବାଳକ ନିଆଁ ଖେଳାଉଥିବାବେଳେ ଏଭଳି ଦୁର୍ଘଟଣା ଘଟିଥିଲା । ପାଟିରୁ କିରୋସିନ୍ ସ୍ପ୍ରେ କରିବାବେଳେ ନାବାଳକର ମୁହଁରେ ଲାଗିଗଲା ନିଆଁ । ଗୁରୁତର ନାବାଳକକୁ ପ୍ରଥମେ ଏମକେସିଜିରେ ଭର୍ତ୍ତି କରାଯାଇଥିଲା । ପରେ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି । 
 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe