ଗୋପାଳପୁର ଥାନାରେ ନାବାଳିକା ଫିନାଇଲ୍ ପିଇବା ଘଟଣା, ନାବାଳିକାଙ୍କୁ ଅପହରଣ ଓ ଯୌନ ନିର୍ଯାତନା ଅଭିଯୋଗରେ ପୁରୁଷ ବନ୍ଧୁ ଗିରଫ

Advertisment

ବନ୍ଧା ହେଲେ ପୁରୁଷ ବନ୍ଧୁ

ବନ୍ଧା ହେଲେ ପୁରୁଷ ବନ୍ଧୁ Photograph: (KanakNews)

କନକ ବ୍ୟୁରୋ: ଗୋପାଳପୁର ଥାନାରେ ନାବାଳିକା ଫିନାଇଲ ପିଇବା ଘଟଣାରେ ପୁରୁଷ ବନ୍ଧୁ ଗିରଫ। ଗିରଫ କଲା ଗୋପାଳପୁର ପୁଲିସ । ନାବାଳିକାଙ୍କୁ ଅପହରଣ, ଯୌନ ନିର୍ଯାତନା ଅଭିଯୋଗରେ ଗିରଫ ।

ପୀଡ଼ିତାଙ୍କ ମା ଥାନାରେ ଅଭିଯୋଗ କରିବା ପରେ କାର୍ଯ୍ୟାନୁଷ୍ଠାନ । ଗିରଫ ପରେ ପୁରୁଷ ବନ୍ଧୁକୁ କୋର୍ଟ ଚାଲାଣ କରାଯାଇଛି । ଥାନାରେ ଫିନାଇଲ ପିଇବା ଘଟଣାରେ ତଦନ୍ତ ଆରମ୍ଭ କରିଛି ପୋଲିସ। ଏହା ସହ କେଉଁ ପରିସ୍ଥିତିରେ ଏପରି ହେଲା ଚାଲିଛି ତଦନ୍ତ । 
    
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe