କନକ ବ୍ୟୁରୋ: ଗୋପାଳପୁର ଥାନାରେ ନାବାଳିକା ଫିନାଇଲ ପିଇବା ଘଟଣାରେ ପୁରୁଷ ବନ୍ଧୁ ଗିରଫ। ଗିରଫ କଲା ଗୋପାଳପୁର ପୁଲିସ । ନାବାଳିକାଙ୍କୁ ଅପହରଣ, ଯୌନ ନିର୍ଯାତନା ଅଭିଯୋଗରେ ଗିରଫ ।
ପୀଡ଼ିତାଙ୍କ ମା ଥାନାରେ ଅଭିଯୋଗ କରିବା ପରେ କାର୍ଯ୍ୟାନୁଷ୍ଠାନ । ଗିରଫ ପରେ ପୁରୁଷ ବନ୍ଧୁକୁ କୋର୍ଟ ଚାଲାଣ କରାଯାଇଛି । ଥାନାରେ ଫିନାଇଲ ପିଇବା ଘଟଣାରେ ତଦନ୍ତ ଆରମ୍ଭ କରିଛି ପୋଲିସ। ଏହା ସହ କେଉଁ ପରିସ୍ଥିତିରେ ଏପରି ହେଲା ଚାଲିଛି ତଦନ୍ତ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/11/27/2024-11-27t060618923z-rrrr.jpg)
/kanak/media/media_files/2025/09/02/arrest-2025-09-02-13-58-52.jpg)