ସାମାନ୍ୟ ବଚସାରୁ ରକ୍ତରଞ୍ଜିତ ହତ୍ୟାକାଣ୍ଡ : ଜଣେ ମୃତ

Advertisment

ସାମାନ୍ୟ ବଚସାରୁ ହତ୍ୟାକାଣ୍ଡ । ସୁବର୍ଣ୍ଣପୁର ଜିଲ୍ଲା ବିନିକା ନୂଆପଡ଼ାରେ ଅଭାବନୀୟ ଘଟଣା । ଛୁରାମାଡ଼ରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଦୁଇଜଣ ଗୁରୁତର ହୋଇଛନ୍ତି ।

ସାମାନ୍ୟ ବଚସାରୁ ହତ୍ୟାକାଣ୍ଡ । ସୁବର୍ଣ୍ଣପୁର ଜିଲ୍ଲା ବିନିକା ନୂଆପଡ଼ାରେ ଅଭାବନୀୟ ଘଟଣା । ଛୁରାମାଡ଼ରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଦୁଇଜଣ ଗୁରୁତର ହୋଇଛନ୍ତି ।

16

Photograph: (kanaknews)

କନକ ବ୍ୟୁରୋ : ସାମାନ୍ୟ ବଚସାରୁ ହତ୍ୟାକାଣ୍ଡ । ସୁବର୍ଣ୍ଣପୁର ଜିଲ୍ଲା ବିନିକା ନୂଆପଡ଼ାରେ ଅଭାବନୀୟ ଘଟଣା । ଛୁରାମାଡ଼ରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଦୁଇଜଣ ଗୁରୁତର ହୋଇଛନ୍ତି । ସୂଚନା ଅନୁସାରେ, କୌଣସି କାରଣକୁ ନେଇ ସାମାନ୍ୟ ବଚସା ହୋଇଥଲା ।

ଅଧିକ ପଢନ୍ତୁ : କେନ୍ଦ୍ରାପଡାରେ ଅଭାବନୀୟ ଘଟଣା : ସ୍ତ୍ରୀକୁ କଟୁରୀରେ ହାଣି ସ୍ବାମୀ କଲା ହତ୍ୟା

ପରେ ଏହା ଉଗ୍ର ରୂପ ନେଇଥିଲା । ଦୁଇ ଗୋଷ୍ଠୀ ପରସ୍ପର ଉପରକୁ ଆକ୍ରମଣ କରିଥିଲେ । ଯେଉଁଥିରେ ଛୁରାମାଡ଼ରେ ଜଣଙ୍କର ଜୀବନ ଚାଲିଯାଇଛି। ମୃତକ ଜଣକ ହେଲେ ସୋମନାଥ ମେହେରା । ସେହିପରି ଦୁଇ ଗୁରୁତରଙ୍କୁ ପ୍ରଥମେ ବିନିକା ଓ ପରେ ବୁର୍ଲା ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe