ପେପର୍ ସ୍ପ୍ରେ କରି ୬ ଲକ୍ଷ ଟଙ୍କାର ସୁନା ଲୁଟ , ଲୁଟେରା ଗିରଫ

Advertisment

ଭୁବନେଶ୍ବର ତମାଣ୍ଡୋ ଥାନା କଳିଙ୍ଗନଗରରେ ଗହଣା ଦୋକାନରୁ ଲୁଟ ଘଟଣାରେ ଲୁଟେରା ଗିରଫ । ପେପର୍ ସ୍ପ୍ରେ କରି ଲୁଟୁଥିଲା ୬ ଲକ୍ଷ ଟଙ୍କାର ସୁନା ଗହଣା ।

ଭୁବନେଶ୍ବର ତମାଣ୍ଡୋ ଥାନା କଳିଙ୍ଗନଗରରେ ଗହଣା ଦୋକାନରୁ ଲୁଟ ଘଟଣାରେ ଲୁଟେରା ଗିରଫ । ପେପର୍ ସ୍ପ୍ରେ କରି ଲୁଟୁଥିଲା ୬ ଲକ୍ଷ ଟଙ୍କାର ସୁନା ଗହଣା ।

25a

କନକ ବ୍ୟୁରୋ : ଭୁବନେଶ୍ବର ତମାଣ୍ଡୋ ଥାନା କଳିଙ୍ଗନଗରରେ ଗହଣା ଦୋକାନରୁ ଲୁଟ ଘଟଣାରେ ଲୁଟେରା ଗିରଫ । ପେପର୍ ସ୍ପ୍ରେ କରି ଲୁଟୁଥିଲା ୬ ଲକ୍ଷ ଟଙ୍କାର ସୁନା ଗହଣା । ଲୁଟ କରିଥିବା ଅଭିଯୁକ୍ତ ଜଣକ ଏକ ନାବାଳକ ବୋଲି ଜଣାପଡ଼ିଛି । ୧୭ ବର୍ଷିୟ ନାବାଳକ ଏହି ଲୁଟ କରିଥିବା ପୁଲିସ ଜାଣିବାକୁ ପାଇବା ସହ ତାକୁ ଗିରଫ କରିଛି ।

ଅଧିକ ପଢନ୍ତୁ : ୩୦ କୋଟି ଟଙ୍କାର ସୁନା ଗହଣା ଲୁଟିନେଲେ ଲୁଟେରା, କରାଚୀ ଇତିହାସର ସବୁଠୁ ବଡ଼ ଲୁଟ୍

ଗତକାଲି ଗ୍ରାହକ ହୋଇ ଗହଣା ଦୋକନକୁ ଆସି, ଭଉଣୀ ବାହାଘର ପାଇଁ ଗହଣା କିଣିବା ବାହାନାରେ ଲୁଟ କରିଥିଲା ଦୁର୍ବୃତ୍ତ । ମୁଦି ପିନ୍ଧିବା ପରେ ପାଖରେ ଥିବା ଅନ୍ୟ ଚେନ୍ ସହ ମୁଦି ନେଇଗଲେ ଦୁର୍ବୃତ୍ତ । ଆଉ ଗଲା ବେଳେ ମୁହଁରେ ସ୍ପ୍ରେ ମାରିଲେ । ଏହି ଲୁଟେରା ପାଖାପାଖି ୫ଟି ମୁଦି, ଦୁଇଟି ସୁନା ଚେନ ନେଇଯାଇଥିବା ବେଳେ ପୁଲିସ ତାକୁ ଗିରଫ କରିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe