କନକ ବ୍ୟୁରୋ : ମନ୍ତ୍ରୀଙ୍କୁ ଭେଟି ନିଜ ଦାବି ଜଣାଇବାକୁ ଆରଆଇ ଆଶାୟୀଙ୍କ ଭିଡ। ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ୟ୍ୟବଂଶୀ ସୁରଜଙ୍କ ସରକାରୀ କ୍ୱାର୍ଟରରେ ଆଶାୟୀଙ୍କ ଭିଡ଼ । ପରୀକ୍ଷାରେ ଅନିୟମିତତା ଏହା ସହ ଅନଲାଇନ୍ ପରୀକ୍ଷାକୁ ବିରୋଧ କରି ଘେରାଉ କରୁଛନ୍ତି । ପରୀକ୍ଷା ଅନଲାଇନ୍ ବଦଳରେ ଅଫଲାଇନ କରିବାକୁ ଦାବି ଜଣାଇଛନ୍ତି । ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ଦ୍ୱାରା ନିଜର ଦାବି ପହଞ୍ଚାଇବାକୁ ଦାବି କରିଛନ୍ତି ଆଶାୟୀ।
ମନ୍ତ୍ରୀଙ୍କ ବାସଭବନ ଆଗରେ ଆରଆଇ ଆଶାୟୀଙ୍କ ଭିଡ । ଅନଲାଇନ ବଦଳରେ ଅଫଲାଇନରେ ପରୀକ୍ଷା କରାଇବାକୁ ଦାବି
ପରୀକ୍ଷାରେ ଅନିୟମିତତା ଏହା ସହ ଅନଲାଇନ୍ ପରୀକ୍ଷାକୁ ବିରୋଧ କରି ଘେରାଉ କରୁଛନ୍ତି । ପରୀକ୍ଷା ଅନଲାଇନ୍ ବଦଳରେ ଅଫଲାଇନ କରିବାକୁ ଦାବି ଜଣାଇଛନ୍ତି । ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ଦ୍ୱାରା ନିଜର ଦାବି ପହଞ୍ଚାଇବାକୁ ଦାବି କରିଛନ୍ତି ଆଶାୟୀ।