ମନ୍ତ୍ରୀଙ୍କ ଘରେ ନୂଆ ଅତିଥି ; ଗୋପାଷ୍ଟମୀରେ କଲେ ପୁଙ୍ଗନୁର ବ୍ରିଡ୍ ଗୋପୂଜନ

ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକଙ୍କ ଘରେ ନୂଆ ଅତିଥି । ଗୋପାଷ୍ଟମୀ ଅବସରରେ ଆନ୍ଧ୍ରର ଚିତୁରରୁ ଅଣାଯାଇଛି ପାରମ୍ପରିକ ପୁଙ୍ଗନୁର ବ୍ରିଡର ଗାଈ । ଗୋପୂଜନ ପରେ ଗାଈଙ୍କ ଗୃହ ପ୍ରବେଶ । 

18c

କନକ ବ୍ୟୁରୋ: ପଶୁ ଓ ମତ୍ସ୍ୟ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ବାସଭବନରେ ପାଳନ ହେଉଛି ଗୋପାଅଷ୍ଟମୀ । ଆନ୍ଧ୍ର ପ୍ରଦେଶର ଚିତୁରରୁ ସେଠାକାର ପାରମ୍ପରିକ ପୁଙ୍ଗନୁର ବ୍ରିଡର ଦୁଇଟି ଗାଈ ଅଣାଯାଇଛି ।

ପ୍ରାୟ ୮୦ ହଜାର ଟଙ୍କା ଏହାର ଦାମ। ଏହା ଏକ ଇଣ୍ଡିଆନ ବ୍ରିଡର ଗାଈ, ଯାହାର ଉଚ୍ଚତା କମ୍ ବିଶିଷ୍ଟ ଏହି ଗାଈର ସଂରକ୍ଷଣ ପାଇଁ ସରକାରଙ୍କ ତରଫରୁ ଦୀର୍ଘ ବର୍ଷ ହେବ ପ୍ରୟାସ ଆରମ୍ଭ ହୋଇଛି । ଏହି ଗୋ ପୁଜନରେ ମନ୍ତ୍ରୀ ଏହି ବ୍ରିଡର ଦୁଇଟି ଗାଇଙ୍କୁ ଗୃହ ପ୍ରବେଶ କରାଇଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe