କନକ ବ୍ୟୁରୋ: ପଶୁ ଓ ମତ୍ସ୍ୟ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ବାସଭବନରେ ପାଳନ ହେଉଛି ଗୋପାଅଷ୍ଟମୀ । ଆନ୍ଧ୍ର ପ୍ରଦେଶର ଚିତୁରରୁ ସେଠାକାର ପାରମ୍ପରିକ ପୁଙ୍ଗନୁର ବ୍ରିଡର ଦୁଇଟି ଗାଈ ଅଣାଯାଇଛି ।
ପ୍ରାୟ ୮୦ ହଜାର ଟଙ୍କା ଏହାର ଦାମ। ଏହା ଏକ ଇଣ୍ଡିଆନ ବ୍ରିଡର ଗାଈ, ଯାହାର ଉଚ୍ଚତା କମ୍ ବିଶିଷ୍ଟ ଏହି ଗାଈର ସଂରକ୍ଷଣ ପାଇଁ ସରକାରଙ୍କ ତରଫରୁ ଦୀର୍ଘ ବର୍ଷ ହେବ ପ୍ରୟାସ ଆରମ୍ଭ ହୋଇଛି । ଏହି ଗୋ ପୁଜନରେ ମନ୍ତ୍ରୀ ଏହି ବ୍ରିଡର ଦୁଇଟି ଗାଇଙ୍କୁ ଗୃହ ପ୍ରବେଶ କରାଇଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2024/11/09/KKMcgvkSq1Dfsg0gSMRF.jpg)