କନକ ବ୍ୟୁରୋ: ସମ୍ଭାବ୍ୟ ବାତ୍ୟାକୁ ନେଇ ଏବେ ସବୁ ଜିଲ୍ଲା ପ୍ରଶାସନ ସତର୍କ । ଯେଭଳି କୌଣସି ଦୁର୍ଘଟଣା ନଘଟେ ସେଥିପାଇର୍ ହୋଇଛି ସବୁ ବ୍ୟବସ୍ଥା । ଏଭଳି ସ୍ଥଳେ ବିଶେଷ କରି ଲକ୍ଷ୍ମୀ ପୂଜା ପାଇଁ ଜଣାଶୁଣା କେନ୍ଦ୍ରାପଡା ଓ ଢେଙ୍କାନାଳ ପ୍ରଶାସନ ମନ୍ତ୍ରୀଙ୍କ ସହ ବୈଠକ ପରେ ଦେଇଛନ୍ତି କଡା ନିର୍ଦ୍ଦେଶ । ଆଜି ସନ୍ଧ୍ୟା ସୁଦ୍ଧା ସବୁ ପୂଜା ମଣ୍ଡପର ତୋରଣ ଓ ଅନ୍ୟାନ୍ୟ ଡେକୋରେସନ ଖୋଲିବା ସହ କାଲି ସୁଦ୍ଧା ମା’ଙ୍କ ଭାସାଣୀ ସାରିବାକୁ ପୂଜା କମିଟିଗୁଡିକୁ ନିର୍ଦ୍ଦେଶ ଦେଇଛନ୍ତି ମନ୍ତ୍ରୀ ଓ ଜିଲ୍ଲା ପ୍ରଶାସନ ।
ଆଜି ସବୁ ପୂଜା ପେଣ୍ଡାଲର ତୋରଣ ଖୋଲ, କାଲି ସୁଦ୍ଧା ଭସାଣୀ ସାର; ମନ୍ତ୍ରୀଙ୍କ କଡା ନିର୍ଦ୍ଦେଶ
ଆଜି ସୁଦ୍ଧା ଖୋଲିବ ସବୁ ପୂଜା ପେଣ୍ଡାଲର ତୋରଣ ଖୋଲ, କାଲି ସୁଦ୍ଧା ଲକ୍ଷ୍ମୀପୂଜା ଭସାଣୀ ସାର । ସମ୍ଭାବ୍ୟ ବାତ୍ୟାକୁ ନେଇ ନିର୍ଦ୍ଦେଶ ଦେଲେ ମନ୍ତ୍ରୀ ।
/kanak/media/media_files/2024/10/22/8yKQlZDmIwJrg8dPApuW.jpg)