ଏସିଆ କପରେ ଭାରତର ଦବଦବା ;  ଲଗାତାର ଦୁଇଟି ମ୍ୟାଚ୍‌ରେ ଅପରାଜେୟ

ଏସିଆ କପ ହକିରେ ଭାରତର ଦବଦବା । ଆଜି ସୁପର ଫୋର୍ ମୁକାବିଲାରେ ହେବ ହାଇଭୋଲଟେଜ୍ ଟକ୍କର୍ ।  ଦକ୍ଷିଣ କୋରିଆଙ୍କୁ ଭେଟିବ ହରମନପ୍ରୀତଙ୍କ ଟିମ୍ ।  ଲଗାତାର ଦୁଇଟି ମ୍ୟାଚ୍‌ରେ ଅପରାଜେୟ ରହିଛି ଭାରତ ।

w

Photograph: (social media)

କନକ ବ୍ୟୁରୋ: ଏସିଆ କପ ହକିରେ ଆଜି ସନ୍ଧ୍ୟାରେ ଖେଳାଯିବ ହାଇ-ଭୋଲଟେଜ ମ୍ୟାଚ୍‌ ,ଭାରତ ସୁପର ଫୋର ମ୍ୟାଚରେ ଦକ୍ଷିଣ କୋରିଆକୁ ଭେଟିବ । ଚଳିତ ଏସିଆ କପରେ କୋରିଆର ଫର୍ମ ସେତେ ଭଲ ନାହିଁ । ଗ୍ରୁପ ମ୍ୟାଚରେ କୋରିଆ ୪-୧ଗୋଲରେ ମ୍ୟାଲେସିଆ ଠାରୁ ପରାଜୟ ବରଣ କରିଛି । ଭାରତ କୋରିଆ ମଧ୍ୟରେ ୨୧ଟି ମ୍ୟାଚ ଖେଳାଯାଇଥିବା ବେଳେ ଭାରତ ୧୦ ମ୍ୟାଚରେ ବିଜୟ ଲାଭ କରିଛି । କୋରିଆ ମାତ୍ର ୨ଟି ମ୍ୟାଚ ବିଜୟ ହୋଇଛି । ୯ ମ୍ୟାଚ୍‌ ଡ୍ରରେ ଶେଷ ହୋଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe