ପାରମ୍ପରିକ ପିଠା ଖାଇବେ ପ୍ରବାସୀ । ଛେନାପୋଡ଼, ପାହାଳ ରସଗୋଲା, ରସାବଳୀ, ମଗଜ ଲଡୁ, ଭଳି ମିଠାର ମଜା ନେବେ ପ୍ରବାସୀ

Advertisment

ପାରମ୍ପରିକ ପିଠା ଖାଇବେ ପ୍ରବାସୀ । ରାଜ୍ୟ ସଂଗ୍ରହାଳୟରେ ବିଶ୍ୱ ଓଡ଼ିଆ ପରିବାର ପକ୍ଷରୁ ହୋଇଛି ଏହି ପାରମ୍ପରିକ ପିଠାର ପ୍ରସ୍ତୁତି ।

ପାରମ୍ପରିକ ପିଠା ଖାଇବେ ପ୍ରବାସୀ । ରାଜ୍ୟ ସଂଗ୍ରହାଳୟରେ ବିଶ୍ୱ ଓଡ଼ିଆ ପରିବାର ପକ୍ଷରୁ ହୋଇଛି ଏହି ପାରମ୍ପରିକ ପିଠାର ପ୍ରସ୍ତୁତି ।

Pitha

Pitha Photograph: (KanakNews )

କନକ ବ୍ୟୁରୋ : ପାରମ୍ପରିକ ପିଠା ଖାଇବେ ପ୍ରବାସୀ । ରାଜ୍ୟ ସଂଗ୍ରହାଳୟରେ ବିଶ୍ୱ ଓଡ଼ିଆ ପରିବାର ପକ୍ଷରୁ ହୋଇଛି ଏହି ପାରମ୍ପରିକ ପିଠାର ପ୍ରସ୍ତୁତି । ଆଜିଠାରୁ ପ୍ରବାସୀ ଓଡ଼ିଆ ସମ୍ମିଳନୀ ଆରମ୍ଭ ହେଉଥିବା ବେଳେ ଆଜି ଓଡିଶା ରାଜ୍ୟ ସଂଗ୍ରହାଳୟରେ ୯ ଟି ଗ୍ୟାଲେରୀ ଓ ରାମାୟଣ ଲିଖିତ ତାଳପତ୍ର ପୋଥି ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହି ଅବସରରେ ବିଶ୍ୱ ଓଡ଼ିଆ ପରିବାର ପକ୍ଷରୁ ରାଜ୍ୟ ସଂଗ୍ରହାଳୟରେ ଭଳିକି ଭଳି ପିଠା ଓ ମିଠାର ଆୟୋଜନ କରାଯାଇଛି । ଛେନାପୋଡ଼, ପାହାଳ ରସଗୋଲା, ରସାବଳୀ, ମଗଜ ଲଡୁ, ପୁରୀ ଖଜା ଭଳି ମିଠାର ମଜା ନେଇଛନ୍ତି ଭୁବନେଶ୍ୱର ଆସିଥିବା ପ୍ରବାସୀ ଭାରତୀୟ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe