କନକ ବ୍ୟୁରୋ : ଘଞ୍ଚ ଜଙ୍ଗଲରେ ପଇଁତରା ମାରୁଛି ଏମଆଇ-17 ହେଲିକପ୍ଟର । ପାହାଡ ଶୀର୍ଷରେ ଯବାନ । ପଞ୍ଚମ ଦିନରେ ମଧ୍ୟ ଛତିଶଗଡ଼ ବିଜାପୁରରେ ଚାଲିଛି ଅପରେସନ୍ । ଛତିଶଗଡ ତେଲେଙ୍ଗାନା ସୀମାରେ ବଡ ଅପରେସନ୍ ଜାରି ରହିଛି । ବିଜାପୁର ଓ ଭଦ୍ରାଚଲମ ସୀମାବର୍ତ୍ତୀ କରିଗେଟାଲ ଜଙ୍ଗଲରେ ଅପରେସନ୍ ଚଳାଇଛନ୍ତି ଯବାନ । କରିଗେଟାଲ ଜଙ୍ଗଲକୁ ଘେରି ରଖିଛନ୍ତି ୧୦ ହଜାର ଯବାନ । ଅପରେସନରେ ବାୟୁ ସେନାର ହେଲିକପ୍ଟର ସାମିଲ ହୋଇଛି । ଅତ୍ୟାଧୁନିକ ଡ୍ରୋନ ସହାୟତାରେ ମାଓ ଗତିବିଧି ଉପରେ ନଜର ରଖାଯାଇଛି ।
ଘଞ୍ଚ ଜଙ୍ଗଲରେ ପଇଁତରା ମାରୁଛି ଏମଆଇ-17 ହେଲିକପ୍ଟର; ଏବେ ବି ଚାଲିଛି ଅପରେସନ୍
ଘଞ୍ଚ ଜଙ୍ଗଲରେ ପଇଁତରା ମାରୁଛି ଏମଆଇ-17 ହେଲିକପ୍ଟର । ପାହାଡ ଶୀର୍ଷରେ ଯବାନ । ପଞ୍ଚମ ଦିନରେ ମଧ୍ୟ ଛତିଶଗଡ଼ ବିଜାପୁରରେ ଚାଲିଛି ଅପରେସନ୍ । ଛତିଶଗଡ ତେଲେଙ୍ଗାନା ସୀମାରେ ବଡ ଅପରେସନ୍ ଜାରି ରହିଛି ।
/kanak/media/media_files/2025/04/26/ar5StyBMKoHo6l6SDkKY.jpg)
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/02/11/2025-02-11t080152817z.jpg)