ଏବେଠୁ ରେକର୍ଡ କଲାଣି ତାତି । ଦିନ ସାଢେ ୨ଟା ସୁଦ୍ଧା ଝାରସୁଗୁଡ଼ାରେ ୩୭ ଡିଗ୍ରୀ ତାପମାତ୍ରା ରେକର୍ଡ

Advertisment

ପାଣିପାଗ ବିଭାଗର ଆକଳନ । ଏଥର ଅଧିକ ଦିନ ଅନୁଭୂତ ହେବ ଗ୍ରୀଷ୍ମ ପ୍ରବାହ ।

ପାଣିପାଗ ବିଭାଗର ଆକଳନ । ଏଥର ଅଧିକ ଦିନ ଅନୁଭୂତ ହେବ ଗ୍ରୀଷ୍ମ ପ୍ରବାହ ।

ଏ ବର୍ଷ ତାତି କରିବ ରେକର୍ଡ!

ଏ ବର୍ଷ ତାତି କରିବ ରେକର୍ଡ! Photograph: (kanak news)

କନକ ବ୍ୟୁରୋ :  ଏବେଠୁ ରେକର୍ଡ କଲାଣି ତାତି ।  ଧୀରେ ଧୀରେ ବଢୁଛି ତାତି। ୩୭ ଡ଼ିଗ୍ରୀ ଅତିକ୍ରମ କଲା ତାତି। ଗତ କାଲି ସାଢେ ୨ଟା ସୁଦ୍ଧା ଝାରସୁଗୁଡା ରେ ୩୬.୨°C ରେକର୍ଡ ହୋଇଥିବା ବେଳେ ଆଜି ସମାନ ସମୟରେ ୩୭ଡ଼ିଗ୍ରୀ ଅତିକ୍ରମ କରିଛି l

ସେହିପରି ଭୁବନେଶ୍ୱରରେ, ଗତକାଲି ଏହି ସମୟରେ ତାପମାତ୍ରା ୩୧.୬°C ଥିବା ବେଳେ ଆଜି ୩୨.୪°C ରେକର୍ଡ ହୋଇଛି । ଓଡ଼ିଶା ରେ ଚଳିତ ବର୍ଷ ଗ୍ରୀଷ୍ମ ପ୍ରବାହର ଅବଧି ବଢିବ ବୋଲି କହିଛନ୍ତି ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ। ସ୍ୱାଭାବିକ ଠାରୁ ଅଧିକ ତାପମାତ୍ରା ରହିବ ବୋଲି ଆକଳନ କରାଯାଇଛି ।
                     ଗତକାଲି          ଆଜି       
ଝାରସୁଗୁଡା     36.4°C        37.4°C
ସମ୍ବଲପୁର        36.2°C        36.8°C
ରାଉରକେଲା  35°C          36.4°C
ଚାନ୍ଦବାଲି       33.4°C       34.8°C
ଭୁବନେଶ୍ୱର     33.4°C        34°C
 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe