ବାଇଡେନଙ୍କ ଉପରେ ମେଟା ସିଇଓଙ୍କ ବଡ ଅଭିଯୋଗ । କୋଭିଡ ସମ୍ବନ୍ଧିତ ତଥ୍ୟ ପୋଷ୍ଟ ନ କରିବାକୁ କମ୍ପାନୀ ଉପରେ ପଡିଥିଲା ଚାପ

Advertisment

ଚିଠିରେ କୁହାଯାଇଛି ଯେ ୨୦୨୧ କୋଭିଡ ସମ୍ବନ୍ଧୀୟ ତଥ୍ୟ ପୋଷ୍ଟ ପାଇଁ କମ୍ପାନୀ ଉପରେ ବାଇଡେନ ସରକାର ଚାପ ପକାଇଥିଲେ ତେବେ ଚାପ ଆଗରେ ନୁଆଁନଥିଲା କମ୍ପାନୀ।

ଚିଠିରେ କୁହାଯାଇଛି ଯେ ୨୦୨୧ କୋଭିଡ ସମ୍ବନ୍ଧୀୟ ତଥ୍ୟ ପୋଷ୍ଟ ପାଇଁ କମ୍ପାନୀ ଉପରେ ବାଇଡେନ ସରକାର ଚାପ ପକାଇଥିଲେ ତେବେ ଚାପ ଆଗରେ ନୁଆଁନଥିଲା କମ୍ପାନୀ।

facebook

କନକ ବ୍ୟୁରୋ : ଆମେରିକା ସରକାରଙ୍କ ଉପରେ ଫେସବୁକ ସିଇଓଙ୍କ ସାଂଘାତିକ ଅଭିଯୋଗ । ମେଟା ବା ପୂର୍ବରୁ ଜଣାଯାଉଥିବା ଫେସବୁକରେ କୋଭିଡ ସମ୍ବନ୍ଧୀୟ ପୋଷ୍ଟ ଉପରେ କଟକଣା ଲଗାଇବାକୁ ବାଇଡେନ ସରକାର ଚାପ ପକାଇଥିଲେ ବୋଲି ମାର୍କ ଜୁକରବର୍ଗ ଏବେ ଅଭିଯୋଗ କରିଛନ୍ତି । ଆମେରିକା ସଂସଦର ବିଚାର ବିଭାଗୀୟ କମିଟିକୁ ଏହି ଚିଠି ଲେଖି ଅଭିଯୋଗ କରିଛନ୍ତି ଜୁକରବର୍ଗ । ଚିଠିରେ କୁହାଯାଇଛି ଯେ ୨୦୨୧ କୋଭିଡ ସମ୍ବନ୍ଧୀୟ ତଥ୍ୟ ପୋଷ୍ଟ ପାଇଁ କମ୍ପାନୀ ଉପରେ ବାଇଡେନ ସରକାର ଚାପ ପକାଇଥିଲେ ତେବେ ଚାପ ଆଗରେ ନୁଆଁନଥିଲା କମ୍ପାନୀ। ଜୁକରବର୍ଗ ଏକଥା ମଧ୍ୟ ସ୍ବିକାର କରିଛନ୍ତି ଯେ ୩ବର୍ଷ ପୂର୍ବରୁ ସେ ଏହି କଥାକୁ ସାମ୍ନାକୁ ଆଣିବା ଉଚିତ ଥିଲା କିନ୍ତୁ ବିଳମ୍ବ ହୋଇଥିବାରୁ ସେ ଦୁଖତ । କୌଣସି ପରିସ୍ଥିତିରେ ହିତ ସାଧାନାରେ ଥିବା କଂଟେନରେ ବୁଝାମଣା କରାଯିବନି ବୋଲି ଜୁକରବର୍ଗ ସ୍ପଷ୍ଟ କରିଛନ୍ତି ।
 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe