କନକ ବ୍ୟୁରୋ : ପଳାତକ ମେହେଲୁ ଚୌକସୀ ମୁଣ୍ଡରେ ଚଡ଼କ । ପଳାତକର ୨୫୬୫ କୋଟି ସମ୍ପତ୍ତି ହେବ ନିଲାମ ମୁମ୍ବାଇ ପିଏମଏଲଏ କୋର୍ଟ ସମ୍ପତ୍ତିକୁ ନିଲାମ କରି ଯେଉଁମାନେ କ୍ଷତି ସହିଛନ୍ତି ସେମାନଙ୍କୁ ଫେରାଇବାକୁ ନିର୍ଦ୍ଦେଶ ଧେଇଛନ୍ତି । ମନି ଲଡ୍ରିଂ ମାମଲାରେ ଇଡି ଚୌକସୀର କୋଟି କୋଟି ଟଙ୍କାର ସମ୍ପତି ଜବିତ କରସାରିଛି ତାଲିକାରେ ଆହୁରି ଅନେକ ରହିଛି । ମେହେଲୁର କମ୍ପାନୀରେ ନିବେଶ କରିଥିବା ଓ ଯେଉଁ ବ୍ୟାଙ୍କରୁ ସେ ଋଣ ନେଇଛି ସେମାନଙ୍କ ପକ୍ଷରୁ ଦାୟର ଆବେଦନ ଉପରେ ଶୁଣାଣୀ କରି କୋର୍ଟ ଏହି ବଡ ନିର୍ଦ୍ଦେଶ ଦେଇଛନ୍ତି । ୨୦୧୮ ମିହାରେ ସାମ୍ନାକୁ ଆସିଥିବା ପିଏନିବ ସ୍କାମରେ ମାଷ୍ଟର ମାଇଣ୍ଡ ହେଉଛନ୍ତି ମେହେଲୁ ଚୌକସି ଓ ଭଣଜା ନୀରବ ମୋଦୀ ।
ପଳାତକ ମେହୁଲ ଚୌକସି ମୁଣ୍ଡରେ ଚଡକ । ନିଲାମ ହେବ ୨୫୬୪ କୋଟି ଟଙ୍କାର ସମ୍ପତ୍ତି
ମନି ଲଡ୍ରିଂ ମାମଲାରେ ଇଡି ଚୌକସୀର କୋଟି କୋଟି ଟଙ୍କାର ସମ୍ପତି ଜବିତ କରସାରିଛି ତାଲିକାରେ ଆହୁରି ଅନେକ ରହିଛି । ମେହେଲୁର କମ୍ପାନୀରେ ନିବେଶ କରିଥିବା ଓ ଯେଉଁ ବ୍ୟାଙ୍କରୁ ସେ ଋଣ ନେଇଛି ସେମାନଙ୍କ ପକ୍ଷରୁ ଦାୟର ଆବେଦନ ଉପରେ ଶୁଣାଣୀ କରି କୋର୍ଟ ଏହି ବଡ ନିର୍ଦ୍ଦେଶ ଦେଇଛନ୍ତି ।
/kanak/media/media_files/2024/12/10/y5W8LxvqiBjAbNCzzxAw.jpg)