ମେଘନାଦ ପାଚେରୀ ଫାଟ :ଖବର ପ୍ରକାଶ ପରେ ତତ୍ପର ପ୍ରଶାସନ । ଖୁବଶିଘ୍ର ମରାମତି ନେଇ ଆଇନମନ୍ତ୍ରୀଙ୍କ ସୂଚନା

Advertisment

ଜୋର ଧରିଲା ମେଘନାଦ ପାଚେରି ସୁରକ୍ଷା ଚିନ୍ତା। ମେଘନାଦ ପାଚେରିରେ ଫାଟ ନେଇ ଖବର ପ୍ରସାରଣ ହେବା ପରେ ଶିଉଳି ଛଡାଇ ଫାଟ ଯୋଡା କାମ ଆରମ୍ଭ ହୋଇଛି। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଶିଉଳି ଛଡାଯାଇଛି।

ଜୋର ଧରିଲା ମେଘନାଦ ପାଚେରି ସୁରକ୍ଷା ଚିନ୍ତା। ମେଘନାଦ ପାଚେରିରେ ଫାଟ ନେଇ ଖବର ପ୍ରସାରଣ ହେବା ପରେ ଶିଉଳି ଛଡାଇ ଫାଟ ଯୋଡା କାମ ଆରମ୍ଭ ହୋଇଛି। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଶିଉଳି ଛଡାଯାଇଛି।

meghananda 1

କନକବ୍ୟୁରୋ : ଜୋର ଧରିଲା ମେଘନାଦ ପାଚେରି ସୁରକ୍ଷା ଚିନ୍ତା। ମେଘନାଦ ପାଚେରିରେ ଫାଟ ନେଇ ଖବର ପ୍ରସାରଣ ହେବା ପରେ ଶିଉଳି ଛଡାଇ ଫାଟ ଯୋଡା କାମ ଆରମ୍ଭ ହୋଇଛି । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଶିଉଳି ଛଡାଯାଇଛି । ଖୁବ୍ ଶୀଘ୍ର ଆନନ୍ଦ ବଜାର ନାଳ ସଫେଇ ସହ ମରାମତି କରାଯିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି । 

ଶ୍ରୀମନ୍ଦିରକୁ ସୁରକ୍ଷା ଯୋଗାଉଥିବା ମେଘନାଚ ପାଚେରି ନିଜେ ଅସୁରକ୍ଷିତ । ପାଣି ଝରି ଖାଲି ଫାଟ ମେଳୁନାହିଁ, ଫାଟ ସଂଖ୍ୟା ମଧ୍ୟ ବଢି ଚାଲିଛି । ମେଘନାଦ ପାଚେରିର ଦୂରବସ୍ଥା ନେଇ ଖବର ପ୍ରସାରଣ ପରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି । ଏନେଇ ଆଇନ ମନ୍ତ୍ରୀ କହିଛନ୍ତି ଏଏସ୍ଆଇ ବୈଷୟିକ ଟିମ୍ ସ୍ଥିତି ଦେଖିଛନ୍ତି । ଖୁବ୍ ଶୀଘ୍ର ମରାମତି କରାଯିବ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe