କେନ୍ଦୁଝର ପାଇଁ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ବଡ଼ ଘୋଷଣା ; ନିର୍ମାଣ ହେବ ମେଗା ଷ୍ଟିଲ ପ୍ଲାଣ୍ଟ

କେନ୍ଦୁଝର ପାଇଁ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ବଡ଼ ଘୋଷଣା । ଜିଲ୍ଲାରେ ମେଗା ଷ୍ଟିଲ ପ୍ଲାଣ୍ଟ ପାଇଁ ମୁଖ୍ୟମନ୍ତ୍ରୀଙ୍କ ସବୁଜ ସଙ୍କେତ । ଉତ୍କର୍ଷ ଓଡ଼ିଶାରେ କାର୍ୟ୍ୟକ୍ରମରେ ସ୍ବାକ୍ଷରିତ ହୋଇପାରେ ଏମଓୟୁ ।

cma

କନକ ବ୍ୟୁରୋ: କେନ୍ଦୁଝରରୁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା । ଉତ୍କର୍ଷ ଓଡ଼ିଶାରେ କାର୍ୟ୍ୟକ୍ରମରେ ସ୍ବାକ୍ଷରିତ ହୋଇପାରେ ଏମଓୟୁ । ମେଗା ଷ୍ଟିଲ ପ୍ଲାଣ୍ଟ ସହ ରାଜ୍ୟ ସରକାରଙ୍କ ହେବ ଏମଓୟୁ । କେନ୍ଦୁଝର ଜିଲ୍ଲାରେ ମେଗା ଷ୍ଟିଲ ପ୍ଲାଣ୍ଟ ପାଇଁ ମୁଖ୍ୟମନ୍ତ୍ରୀଙ୍କ ସବୁଜ ସଙ୍କେତ । ୬୫ହଜାର କୋଟି ଟଙ୍କର ମେଗା ଷ୍ଟିଲ ପ୍ଲାଂଟ ପାଇଁ ପ୍ରତିଶ୍ରୁତି ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ଆସନ୍ତା ୨୮ ଓ ୨୯ ତାରିଖରେ ଭୁବନେଶ୍ବରରେ ହେବାକୁ ଥିବା ଉତ୍କର୍ଷ ଓଡ଼ିଶା ଇନଭେଷ୍ଟର୍ସ ମିଟ କାର୍ୟ୍ୟକ୍ରମରେ ଏହି ଏମଓୟୁ ସ୍ବାକ୍ଷରିତ ହେବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ।  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe