କିଟ୍ ଛାତ୍ରୀ ମୃତ୍ୟୁ ମାମଲା : ଦୁଃଖ ପ୍ରକାଶ କଲା ଏମଇଏ

Advertisment

କିଟ୍ ବିଶ୍ବବିଦ୍ୟାଳୟରେ ନେପାଳୀ ଛାତ୍ରୀଙ୍କ ମୃତ୍ୟୁ ମାମଲାରେ ଶୋକ ପ୍ରକାଶ କରିଛନ୍ତି ବୈଦେଶିକ ବ୍ୟାପର ମନ୍ତ୍ରଣାଳୟ। କିଟରେ ଛାତ୍ରୀଙ୍କ ମୃତ୍ୟୁ ମାମଲାକୁ ନେଇ ନେପାଳ କର୍ତ୍ତପକ୍ଷଙ୍କ ଯୋଗାଯୋଗରେ ଅଛି ଏମଇଏ।

କିଟ୍ ବିଶ୍ବବିଦ୍ୟାଳୟରେ ନେପାଳୀ ଛାତ୍ରୀଙ୍କ ମୃତ୍ୟୁ ମାମଲାରେ ଶୋକ ପ୍ରକାଶ କରିଛନ୍ତି ବୈଦେଶିକ ବ୍ୟାପର ମନ୍ତ୍ରଣାଳୟ। କିଟରେ ଛାତ୍ରୀଙ୍କ ମୃତ୍ୟୁ ମାମଲାକୁ ନେଇ ନେପାଳ କର୍ତ୍ତପକ୍ଷଙ୍କ ଯୋଗାଯୋଗରେ ଅଛି ଏମଇଏ।

MEA

MEA Photograph: (kanakNerws)

 କନକ ବ୍ୟୁରୋ: କିଟ୍ ବିଶ୍ବବିଦ୍ୟାଳୟରେ ନେପାଳୀ ଛାତ୍ରୀଙ୍କ ମୃତ୍ୟୁ ମାମଲାରେ ଶୋକ ପ୍ରକାଶ କରିଛନ୍ତି ବୈଦେଶିକ ବ୍ୟାପର ମନ୍ତ୍ରଣାଳୟ। କିଟରେ ଛାତ୍ରୀଙ୍କ ମୃତ୍ୟୁ ମାମଲାକୁ ନେଇ ନେପାଳ କର୍ତ୍ତପକ୍ଷଙ୍କ ଯୋଗାଯୋଗରେ ଅଛି ଏମଇଏ। ନିକଟରେ ଯାହା ଘଟିଲା ତାହା ଅତି ଦୁଃଖର ବିଷୟ, ତେବେ ଭାରତରେ ଥିବା  ସବୁ ନେପାଳୀ ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ନେଇ କେନ୍ଦ୍ର ସରକାର ସଚେତନ ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। 
 
କିଟରେ ଛାତ୍ରୀଙ୍କ ମୃତ୍ୟୁ ମାମଲାରେ ଆଜି ରାଜ୍ୟ ସରକାରଙ୍କ ଉଚ୍ଚସ୍ତରୀୟ କମିଟିରେ ହାଜର ହୋଇଛନ୍ତି କିଟ୍ ମୁଖ୍ୟ ଅଚ୍ୟୁତ ସାମନ୍ତ। ଏହି କମିଟି ଆଗରେ ହାଜର ହେବାକୁ ଗତକାଲି ସମନ କରିଥିଲା ଉଚ୍ଚଶିକ୍ଷା ବିଭାଗ । ଅଚ୍ୟୁତ ସାମନ୍ତଙ୍କ ସମତେ ମୋଟ୍ ୮ ଜଣଙ୍କୁ ସମନ କରିଥିଲା ଉଚ୍ଚସ୍ତରୀୟ କମିଟି । ତାଙ୍କ ପୂର୍ବରୁ ଅନ୍ୟ ୪ ଜଣଙ୍କ ବୟାନ ରେକର୍ଡ ହୋଇସାରିଥିବା ଜଣାପଡିଛି।  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe