ମେଜର ବାନ୍ଧବୀଙ୍କୁ ଦୁର୍ବ୍ୟବହାର ପ୍ରସଙ୍ଗ:ଭରତପୁର ଥାନାରେ ଲାଗିଲା ସିସିଟିଭି

Advertisment

ବିବାଦ ପରେ ଭରତପୁର ଥାନାରେ ଲାଗିଲା ସିସିଟିଭି। ମେଜର ଓ ବାନ୍ଧବୀଙ୍କୁ ସାରା ଦେଶରେ ହଇଚଇ ସୃଷ୍ଟି କରିଥିବାବେଳେ କାହିଁକି ଥାନାରେ ସିସିଟିଭି ଲାଗି ନଥିଲା ସେନେଇ ଉଦ୍‌ବେଗ ପ୍ରକାଶ କରିଥିଲେ ହାଇକୋର୍ଟ

ବିବାଦ ପରେ ଭରତପୁର ଥାନାରେ ଲାଗିଲା ସିସିଟିଭି। ମେଜର ଓ ବାନ୍ଧବୀଙ୍କୁ ସାରା ଦେଶରେ ହଇଚଇ ସୃଷ୍ଟି କରିଥିବାବେଳେ କାହିଁକି ଥାନାରେ ସିସିଟିଭି ଲାଗି ନଥିଲା ସେନେଇ ଉଦ୍‌ବେଗ ପ୍ରକାଶ କରିଥିଲେ ହାଇକୋର୍ଟ

390

କନକବ୍ୟୁରୋ: ବିବାଦ ପରେ ଭରତପୁର ଥାନାରେ ଲାଗିଲା ସିସିଟିଭି। ମେଜର ଓ ବାନ୍ଧବୀଙ୍କୁ ଦୁର୍ବ୍ୟବହାର ପ୍ରସଙ୍ଗ ସାରା ଦେଶରେ ହଇଚଇ ସୃଷ୍ଟି କରିଥିବାବେଳେ କାହିଁକି ଥାନାରେ ସିସିଟିଭି ଲାଗି ନଥିଲା ସେନେଇ ଉଦ୍‌ବେଗ ପ୍ରକାଶ କରିଥିଲେ ହାଇକୋର୍ଟ।

ସବୁ ଥାନାରେ ସିସି ଟିଭି ବ୍ୟବସ୍ଥା କରାଇବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିବାବେଳେ ଏହାକୁ କାହିଁକି ପାଳନ କରାଯାଇନାହିଁ ସେନେଇ ମଧ୍ୟ ଚିନ୍ତା ପ୍ରକାଶ କରିଥିଲେ। ସେପଟେ ଗତକାଲି ଭରତପୁର ଥାନା ପରିସରରେ ଅନେକ ପୁରୁଣା ସିସିଟିଭି କ୍ୟାମେରା ଓ କେବୁଲ ପଡ଼ି ରହିଥିବା

ଏକ୍ସକ୍ଲୁସିଭ୍ ଚିତ୍ର ମଧ୍ୟ କନକ ନ୍ୟୁଜ ଆପଣଙ୍କୁ ଦେଖାଇଥିଲା। ଥାନାରେ ସିସିଟିଭି ନଥିବାରୁ ଏତେ ବଡ଼ ଘଟଣା ଘଟିଗଲା ଏବଂ ତାକୁ ନେଇ କିଛିଦିନ ହେଲା ତୁମ୍ବି ତୋଫାନ ବି ଚାଲିଛି। ବିବାଦ ତେଜିବା ପରେ ଥାନାରେ ଏବେ ସିସିଟିଭି ପୁଣି ଖଞ୍ଜା ଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe