କନକ ବ୍ୟୁରୋ: ମେ’ ରେ ମାଟ୍ରିକ୍ ରେଜଲ୍ଟ । ମେ’ ମାସ ପ୍ରଥମ ସପ୍ତାହରେ ମାଟ୍ରିକ୍ ରେଜଲ୍ଟ ପ୍ରକାଶ ପାଇଁ ଲକ୍ଷ୍ୟ ରଖିଛନ୍ତି ବୋର୍ଡ କର୍ତ୍ତୃପକ୍ଷ । ଏ ନେଇ ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇ ସୂଚନା ଦେଇଛନ୍ତି ।
ଅନ୍ୟପଟେ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ପ୍ରତିକ୍ରିୟା ଦେଇଛନ୍ତି । କହିଛନ୍ତି,ମାଟ୍ରିକ୍ ବୋର୍ଡ ପରୀକ୍ଷାରେ ତ୍ରୁଟି ଥିଲେ ନିଆଯିବ କାର୍ଯ୍ୟାନୁଷ୍ଠାନ । ପ୍ରଶ୍ନ ପତ୍ର ତ୍ରୁଟି ବିଷୟରେ ସରକାର ଅବଗତ ଅଛନ୍ତି । ଏହାକୁ ଗମ୍ଭୀରତାର ସହିତ ବିଚାର କରାଯାଉଛି । ତ୍ରୁଟି ଉପରେ ବିଭାଗ ପକ୍ଷରୁ ତର୍ଜମା କରାଯାଉଛି,ଯାହା ଆବଶ୍ୟକ ପଡିବ ପଦକ୍ଷେପ ନିଆଯିବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/02/11/2025-02-11t080152817z.jpg)
/kanak/media/media_files/2025/03/06/yif2BwJ2otXaCVNkfppP.jpg)