ତାମିଲନାଡୁରେ ବଡ଼ ଧରଣର ଅଗ୍ନିକାଣ୍ଡ, ପ୍ଲାଣ୍ଟରେ ସମସ୍ତ କର୍ମଚାରୀ ସୁରକ୍ଷିତ ଥିବା ସୂଚନା

Advertisment

ତାମିଲନାଡୁ ର କୃଷ୍ଣାଗିରୀ ଜିଲ୍ଲା ହୋସୁର ସ୍ଥିତ ଟାଟା ଇଲେକଟ୍ରୋନିକ୍ସ ର ପ୍ଲାଂଟ ଟି ରହିଛି । ବର୍ତମାନ ସମୟରେ ରେସକ୍ୟୁ ଅପରେସନ ଜାରି ରହିଛି

ତାମିଲନାଡୁ ର କୃଷ୍ଣାଗିରୀ ଜିଲ୍ଲା ହୋସୁର ସ୍ଥିତ ଟାଟା ଇଲେକଟ୍ରୋନିକ୍ସ ର ପ୍ଲାଂଟ ଟି ରହିଛି । ବର୍ତମାନ ସମୟରେ ରେସକ୍ୟୁ ଅପରେସନ ଜାରି ରହିଛି

656

କନକବ୍ୟୁରୋ :ଏବେ ନଜର ପକାଇବା ତାମିଲ ନାଡୁରୁ ଆସୁଥିବା ଏକ ବଡ ଖବର ଉପରେ।  ଟାଟା ଇଲେକଟ୍ରୋନିକ୍ସ ମ୍ୟାନୁଫ୍ୟାକଚିରିଙ୍ଗ ପ୍ଲାଂଟରେ ବଡ ଧରଣର ଅଘଟଣ । ମ୍ୟାନୁଫ୍ୟାକଚିରିଙ୍ଗ ପ୍ଲାଂଟରେ ଲାଗିଛି ନିଆଁ । ଧୂଆମୟ ହୋଇଉଠିଥିଲା ସମଗ୍ର ପରିବେଶ । 

ତାମିଲନାଡୁର କୃଷ୍ଣାଗିରୀ ଜିଲ୍ଲା ହୋସୁର ସ୍ଥିତ ଟାଟା ଇଲେକଟ୍ରୋନିକ୍ସର ପ୍ଲାଂଟ ଟି ରହିଛି । ବର୍ତମାନ ସମୟରେ ରେସକ୍ୟୁ ଅପରେସନ ଜାରି ରହିଛି ।  ଅଗ୍ନିଶମ ବିଭାଗ ର ଘଟଣାସ୍ଥଳରେ ପହଂଚି ନିଆଁକୁ ଆୟତ୍ତ କରିଥିଲା  , ହେଲେ ଗୁରୁତ୍ବପୂର୍ଣ୍ଣ କଥା ହେଉଛି କି ନିଆଁ ଲାଗିଥିବା ସମୟରେ ପ୍ଲାଂଟରେ ୧୫୦୦ କର୍ମଚାରୀ କାମ କରୁଥିଲେ । କେଉଁ କାରଣରୁ ନିଆଁ ଲାଗିଥିଲା ସେନେଇ ଜାଂଚ ଚାଲିଛି ଏବଂ କର୍ମଚାରୀ ମାନେ ସୁରକ୍ଷିତ ଅଛନ୍ତି ବୋଲି ଟାଟା ପକ୍ଷରୁ ଜଣାଯାଇଛି 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe