କୁଚିଣ୍ଡାରେ ଭୟଙ୍କର ଅଗ୍ନିକାଣ୍ଡ : ଜଳିଗଲା ସହରରେ ଥିବା କପଡ଼ା ଦୋକାନ

Advertisment

କପଡା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ , ଜଳିପୋଡ଼ି ପାଉଁଶ ହୋଇଗଲା ଲକ୍ଷାଧିକ ଟଙ୍କାର ସାମଗ୍ରୀ  ।  କୁଚିଣ୍ଡା ଠାରେ ଥିବା କ୍ୱାଲିଟି କଲେକ୍ସନ ନାମକ କପଡା ଦୋକାନରେ ସକାଳୁ ସକାଳୁ ନିଆଁ ଲାଗିଛି 

କପଡା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ , ଜଳିପୋଡ଼ି ପାଉଁଶ ହୋଇଗଲା ଲକ୍ଷାଧିକ ଟଙ୍କାର ସାମଗ୍ରୀ  ।  କୁଚିଣ୍ଡା ଠାରେ ଥିବା କ୍ୱାଲିଟି କଲେକ୍ସନ ନାମକ କପଡା ଦୋକାନରେ ସକାଳୁ ସକାଳୁ ନିଆଁ ଲାଗିଛି 

kuchinda

Photograph: (kanaknews)

କନକବ୍ୟୁରୋ :  କପଡା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ , ଜଳିପୋଡ଼ି ପାଉଁଶ ହୋଇଗଲା ଲକ୍ଷାଧିକ ଟଙ୍କାର ସାମଗ୍ରୀ  ।  କୁଚିଣ୍ଡା ଠାରେ ଥିବା କ୍ୱାଲିଟି କଲେକ୍ସନ ନାମକ କପଡା ଦୋକାନରେ ସକାଳୁ ସକାଳୁ ନିଆଁ ଲାଗିଛି  ।  ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଥିବା ବେଳେ ସ୍ଥାନୀୟ ଅଞ୍ଚଳରେ ଧୂଆଁର ବଳୟ ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି । ଦମକଳ ବାହିନୀ ଘଟଣା ସ୍ଥଳରେ ପହଁଚି ନିଆଁ ଲିଭାଇବାକୁ ଉଦ୍ୟମ ଜାରି ରଖିଛନ୍ତି । କେଉଁ କାରଣରୁ ନିଆଁ ଲାଗିଲା କାରଣ ଅସ୍ପଷ୍ଟ ରହିଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe