ଧଉଳି ଲିଙ୍ଗିପୁର ନିକଟରେ ସୁପର ମାର୍କେଟ୍‌ରେ ଭୟଙ୍କର ଅଗ୍ନିକାଣ୍ତ

Advertisment

ଧଉଳି ଲିଙ୍ଗିପୁର ନିକଟରେ ସୁପର ମାର୍କେଟ୍‌ରେ ଭୟଙ୍କର ଅଗ୍ନିକାଣ୍ତ । ସୁପର୍‌ ମାର୍କେଟ୍‌ର ତୃତୀୟ ମହଲାରେ ଲାଗିଛି ନିଆଁ ।

ଧଉଳି ଲିଙ୍ଗିପୁର ନିକଟରେ ସୁପର ମାର୍କେଟ୍‌ରେ ଭୟଙ୍କର ଅଗ୍ନିକାଣ୍ତ । ସୁପର୍‌ ମାର୍କେଟ୍‌ର ତୃତୀୟ ମହଲାରେ ଲାଗିଛି ନିଆଁ ।

Fire Breaks Out

Fire Breaks Out Photograph: (Kanak News)

କନକ ବ୍ୟୁରୋ : ଭୁବନେଶ୍ୱର ଲିଙ୍ଗିପୁର ନିକଟ ଏକ ସୁପର ମାର୍କେଟ୍‌ରେ ଭୟଙ୍କର ଅଗ୍ନିକାଣ୍ତ । ଧଉଳି ଲିଙ୍ଗିପୁର ନିକଟରେ ସୁପର ମାର୍କେଟ୍‌ରେ ଭୟଙ୍କର ଅଗ୍ନିକାଣ୍ତ । ସୁପର୍‌ ମାର୍କେଟ୍‌ର ତୃତୀୟ ମହଲାରେ ଲାଗିଛି ନିଆଁ । ନିଆଁ ଲିଭାଇବାରେ ୨ଟି ଦମକଳ ନିୟୋଜିତ ହୋଇଛନ୍ତି ।

ଅଧିକ ପଢ଼ନ୍ତୁ : ଭୁବନେଶ୍ୱରରେ ପୁଣି ଆମ ବସ୍ ଦୁର୍ଘଟଣା; ପଳାସପଲ୍ଲୀ ଓଭରବ୍ରିଜ ତଳେ ଜଣଙ୍କ ଉପରେ ମାଡ଼ିଗଲା ବସ୍

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe