କନକ ବ୍ୟୁରୋ : ଭୁବନେଶ୍ୱର ଲିଙ୍ଗିପୁର ନିକଟ ଏକ ସୁପର ମାର୍କେଟ୍ରେ ଭୟଙ୍କର ଅଗ୍ନିକାଣ୍ତ । ଧଉଳି ଲିଙ୍ଗିପୁର ନିକଟରେ ସୁପର ମାର୍କେଟ୍ରେ ଭୟଙ୍କର ଅଗ୍ନିକାଣ୍ତ । ସୁପର୍ ମାର୍କେଟ୍ର ତୃତୀୟ ମହଲାରେ ଲାଗିଛି ନିଆଁ । ନିଆଁ ଲିଭାଇବାରେ ୨ଟି ଦମକଳ ନିୟୋଜିତ ହୋଇଛନ୍ତି ।
ଅଧିକ ପଢ଼ନ୍ତୁ : ଭୁବନେଶ୍ୱରରେ ପୁଣି ଆମ ବସ୍ ଦୁର୍ଘଟଣା; ପଳାସପଲ୍ଲୀ ଓଭରବ୍ରିଜ ତଳେ ଜଣଙ୍କ ଉପରେ ମାଡ଼ିଗଲା ବସ୍
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/2026/02/23/fire-breaks-out-2026-02-23-23-35-22.jpg)