Photograph: (Kanak News)
କନକ ବ୍ୟୁରୋ : ବ୍ରହ୍ମପୁର ଏଲ୍ଆଇସି ଅଫିସରେ ଭୟଙ୍କର ଅଗ୍ନିକାଣ୍ଡ । ବ୍ରହ୍ମପୁର ଖୋଡ଼ାସିଙ୍ଗ ଡିଭିଜନ ଅଫିସର ଉପରମହଲାରେ ନିଆଁ ଲାଗିଛି । ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ଥିବା ବେଳେ ନିଆଁ ଲିଭାକାର୍ଯ୍ୟରେ ଦମକଳ ବାହିନୀର ୩ଟି ଗାଡ଼ି ନିୟୋଜିତ ହୋଇଛି ।